Unknown

ବିପରୀତାର୍ଥବୋଧିନୀ

ଶ୍ରୀ ଶ୍ରୀଧର ଗର୍ଗବଟୁ

ପ୍ରଥମ ସଂସ୍କରଣ

 

 

୧.      ପରସ୍ପର ବିପରୀତାର୍ଥ ବୋଧକ ସୁ ଏବଂ କୁ, ସ ଏବଂ ବି, ସମ ଏବଂ ବି ପଦର ଆଦ୍ୟରେ ଯୁକ୍ତ ହେଲେ, ନିଷ୍ପନ୍ନ ପଦମାନେ ପରସ୍ପର ବିପରୀତାର୍ଥ ବୁଝାନ୍ତି ।

 

ଯଥା :

ସୁପୁତ୍ର

-

କୁପୁତ୍ର

 

ସଦୃଶ

-

ବିସଦୃଶ

 

ସୁରୁଚି

-

କୁରୁଚି

 

ସମ

-

ବିଷମ

 

ସଜନ

-

ବିଜନ

 

ସମଷ୍ଟି

-

ବ୍ୟଷ୍ଟି

 

୨.      ପରସ୍ପର ବିପରୀତାର୍ଥ ବୋଧକ ବି ଏବଂ ଦୁଃ ଶବ୍ଦଦ୍ୱୟ ଧାତୁର ଉତ୍ତର ଯୋଗ ହୋଇ ଯେଉଁ ଶବ୍ଦ ନିଷ୍ପନ୍ନ ହୁଏ, ତାହା ପରସ୍ପର ବିପରୀତାର୍ଥ ବୁଝାଏ ।

 

ଯଥା :

ସୁଗମ

-

ଦୁର୍ଗମ

 

ସୁନୀତି

-

ଦୁର୍ନୀତି

 

୩.      ଧାତୁର ଉତ୍ତର ପ୍ରତି, ପରା, ଦୁର, ବି ନିର୍, ଅନୁ, ଉତ୍ ଅପ୍, ଆ ପ୍ରଭୃତି ଉପସର୍ଗ ଯୋଗ କଲେ କେତେଗୁଡ଼ିଏ ଶବ୍ଦ ବିପରୀତାର୍ଥ ବୁଝାଏ ।

 

ଯଥା :

ଶୋଧ

-

ପ୍ରତିଶୋଧ

 

ଜୟ

-

ପରାଜୟ

 

ଘାତ

-

ପ୍ରତିଘାତ

 

ଅଧିଗମ୍ୟ

-

ଦୁରଧିଗମ୍ୟ

 

ଉନ୍ନୁଖ

-

ପରାଙୁଖ

 

ପ୍ରବଳ

-

ଦୁର୍ବଳ

 

ଅନୁରାଗ

-

ବିରାଗ

 

ନିମୀଳନ

-

ଉନ୍ମୀଳନ

 

ଅବ୍ୟର୍ଥ

-

ବ୍ୟର୍ଥ

 

ନିମେଷ

-

ଉନ୍ମେଷ

 

ବିବାଦ

-

ନିର୍ବାବାଦ

 

ସାଧୁବାଦ

-

ଅପବାଦ

 

ବିକାର

-

ନିର୍ବିକାର

 

ସଦବ୍ୟୟ

-

ଅପବ୍ୟୟ

 

ସହଚର

-

ଅନୁଚର

 

ଘୃଣା

-

ଆଦର

 

ସହଗାମୀ

-

ଅନୁଗାମୀ

 

ନିର୍ଗମ

-

ଆଗମ

 

୪.      ଭାବାର୍ଥକ ଅ (ନ), ଅଣ, ନି, ଅନ, ଦର, ଅବ୍ୟୟ ଗୁଡ଼ିକ ଶବ୍ଦର ପୂର୍ବରେ ଯୁକ୍ତ ହେଲେ, ଶବ୍ଦର ଅର୍ଥ ବିପରୀତ ହୁଏ ।

ଯଥା :

ଧୀର

-

ଅଧୀର

 

ଇଚ୍ଛା

-

ଅନିଚ୍ଛା

 

ମୋଘ

-

ଅମୋଘ

 

ଆବାଦୀ

-

ଅନାବାଦୀ

 

ଓସାର

-

ଅଣଓସାର

 

ପୋଡ଼ା

-

ଦରପୋଡ଼ା

 

ହେଳା

-

ଅଣହେଳା

 

ଖିଆ

-

ଦରଖିଆ

 

ଖୁଣ

-

ନିଖୁଣ

 

 

 

 

 

୫.      କେତେଗୁଡ଼ିଏ ଶବ୍ଦର କେବଳ ଲିଙ୍ଗ ପରିବର୍ତ୍ତନ କଲେ ବିପରୀତ ଅର୍ଥ ହୁଏ ।

 

ଯଥା :

ଅଣ୍ଡିରା

-

ମାଈ

 

ବୁଢା

-

ବୁଢୀ

 

ଘଇତା

-

ମାଈପ

 

ଟୋକା

-

ଟୋକୀ

 

ବାପ

-

ମାଆ

 

ଜାୟା

-

ଧବ

 

ପୁଅ

-

ଝିଅ

 

 

-

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

୬.      କୌଣସି କୌଣସି ଯାବନିକ ଶବ୍ଦର ପୂର୍ବରେ ବେ ଇତ୍ୟାଦି ଅବ୍ୟୟ ଯୋଗକଲେ ଶବ୍ଦର ବିପରୀତ ହୋଇଥାଏ ।

 

ଯଥା :

ଇଜତ

-

ବେଇଜତ

 

ଅନ୍ଦାଜ

-

ବେଅନ୍ଦାଜ

 

୭.      ଧାତୁର ଉତ୍ତର ବିଭିନ୍ନ ପ୍ରତ୍ୟେୟ ଦ୍ୱାରା ମଧ୍ୟ କେତେଗୁଡ଼ିଏ ଶବ୍ଦ ବିପରୀତ ହୁଏ ।

 

ଯଥା :

କାରଣ

-

କାର୍ଯ୍ୟ

 

ବାଦ୍ୟ

-

ବାଦକ

 

ଜେତା

-

ଜିତ ଇତ୍ୟାଦି ।

 

 

 

 

 

୮.      ଉପରୋକ୍ତ ଶବ୍ଦମାନଙ୍କ ବ୍ୟତୀତ ନିମ୍ନରେ କେତେଗୁଡ଼ିଏ ସ୍ୱାଭିମାନ ବିପରୀତାର୍ଥ ଶବ୍ଦ ପ୍ରଦତ୍ତ ହେଲା ।

 

ଯଥା :

ମୂଳଶବ୍ଦ

 

ବିପରୀତଶବ୍ଦ

 

ମୂଳଶବ୍ଦ

 

ବିପରୀତଶବ୍ଦ

 

ଅଂଶ

-

ପୃର୍ଣ

 

ଅକାତର

-

ସକାତର

 

ଅଋଣୀ

-

ଋଣୀ

 

ଅକାୟ

-

ସକାୟ

 

ଅକଣ୍ଟକ

-

କଣ୍ଟକ

 

ଅକାରଣ

-

ସକାରଣ

 

ଅକମ୍ପ

-

ସକମ୍ପ

 

ଅକାର୍ଯ୍ୟ

-

ସୁକାର୍ଯ୍ୟ

 

ଅକର୍ମକ

-

ସକର୍ମକ

 

ଅକାଳ

-

ସୁକାଳ

 

ଅକର୍ମଣ୍ୟ

-

କର୍ମଣ୍ୟ

 

ଅକୀର୍ତ୍ତି

-

ସୁକୀର୍ତ୍ତି

 

ଅକଳଙ୍କ

-

ସକଳଙ୍କ

 

ଅକୁତୋଭୟ

-

ସର୍ବତୋଭୟ

 

ଅକଳ୍ପିତ

-

ସଂକଳ୍ପିତ

 

ଅକୂଳ

-

ସୁକୂଳ

 

ଅକଲ୍ୟାଣ

-

ସୁକଲ୍ୟାଣ

 

ଅକୃତ

-

ସୁକୃତ

 

ଅକ୍ଷମ

-

ସକ୍ଷମ

 

ଅକୌଶଳ

-

ସୁକୌଶଳ

 

ଅକ୍ଷୃର୍ଣ୍ଣ

-

ପୃର୍ଣ୍ଣ

 

ଅକ୍ତ

-

ଅନକ୍ତ

 

ଅକ୍ରୃର

-

କ୍ରୁର

 

ଅଚେତନ

-

ସଚେତନ

 

ଅକ୍ଷମ

-

ସକ୍ଷମ

 

ଅଜ୍ଞ

-

ବିଜ୍ଞ

 

ଅଖଣ୍ଡ

-

ଖଣ୍ଡ

 

ଅଜ୍ଞାନୀ

-

ଜ୍ଞାନୀ

 

ଅଖାଦ୍ୟ

-

ସୁଖାଦ୍ୟ

 

ଅଣାୟତ୍ତ

-

ଆୟତ୍ତ

 

ଅଖିଳ

-

ଅଳ୍ପ

 

ଅଣ୍ଡିରା

-

ମାଈ

 

ଅଖ୍ୟାତ

-

ବିଖ୍ୟାତ

 

ଅତି ବିଳମ୍ବ

-

ଅନତି ବିଳମ୍ବ

 

ଅଖ୍ୟାତି

-

ସୁଖ୍ୟାତି

 

ଅତି ବୃଷ୍ଟି

-

ଅନାବୃଷ୍ଟି

 

ଅଗ

-

ମୂଳ

 

ଅତୀତ

-

ଭବିଷ୍ୟତ

 

ଅଗଣିତ

-

ପରମିତ

 

ଅନ୍ତ୍ର

-

ତନ୍ତ୍ର

 

ଅଗନ୍ତବ୍ୟ

-

ଗନ୍ତବ୍ୟ

 

ଅଦମ୍ୟ

-

ଦମ୍ୟ

 

ଅଗଣ୍ୟ

-

ଗଣ୍ୟ

 

ଅଦ୍ୟ

-

କଲ୍ୟ

 

ଅଗମ୍ୟ

-

ସୁଗମ୍ୟ, ସୁଗମ

 

ଅଦ୍ୱୈତ

-

ଦ୍ୱୈତ

 

ଅଗାଡ଼ି

-

ଧାନ

 

ଅଧଃ

-

ଊର୍ଦ୍ଧ୍ୱ

 

ଅଗୋଚର

-

ସୁଗୋଚର

 

ଅଧମ

-

ଉତ୍ତମ

 

ଅଗ୍ନି

-

ଜଳ

 

ଅଧମର୍ଣ୍ଣ

-

ଉତ୍ତମର୍ଣ୍ଣ

 

ଅଗ୍ର

-

ପଶ୍ଚାତ୍

 

ଅଧସ୍ତନ

-

ଊର୍ଦ୍ଧ୍ୱସ୍ତନ

 

ଅଗ୍ରଜ

-

ଅନୁଜ

 

ଅଧିକ

-

ଅଳ୍ପ

 

ଅଗ୍ରସର

-

ପଶ୍ଚାତ୍ପଦ

 

ଅଧିକାଂଶ

-

ଅଳ୍ପାଂଶ

 

ଅଗ୍ରମୀ

-

ପଶ୍ଚାତ୍

 

ଅଧିକାର

-

ଅନଧିକାର

 

ଅଘ

-

ଅନଘ

 

ଅଧିତ୍ୟକା

-

ଉପତ୍ୟକା

 

ଅଙ୍କିତ

-

ବିଲୋପିତ

 

ଅଧୀର

-

ଧୀର

 

ଅଚିନ୍ତା

-

ଚିନ୍ତା

 

ଅନୁଲୋମ

-

ବିଲୋମ

 

ଅଧୋଗତି

-

ଊର୍ଦ୍ଧ୍ୱଗତି

 

ଅନ୍ତ

-

ଆଦି

 

ଅଧ୍ୟୟନ

-

ଅନଧ୍ୟୟନ

 

ଅନ୍ତର୍ହିତ

-

ଆବିର୍ଭୁତ

 

ଅଧ୍ୟାପକ

-

ଅଧ୍ୟାୟୀ

 

ଅନ୍ତିମ

-

ଆଦିମ

 

ଅନନ୍ତ

-

ଶାନ୍ତ

 

ଅନ୍ୟମନସ୍କ

-

ଅଭିନିବିଷ୍ଟ

 

ଅନଭିଜ୍ଞ

-

ଅଭିଜ୍ଞ

 

ଅନ୍ଧ

-

ଚକ୍ଷୁଷ୍ମାନ୍

 

ଅନର୍ଥ

-

ଅର୍ଥ

 

ଅନ୍ଧକାର

-

ଆଲୋକ

 

ଅନାଥ

-

ସନାଥ

 

ଅନ୍ଧାର

-

ଆଲୁଅ

 

ଅନାଦି

-

ଆଦି

 

ଅପଚୟ

-

ସଞ୍ଚୟ

 

ଅନାୟତ୍ତ

-

ଆୟତ୍ତ

 

ଅପନୟନ

-

ଆନୟନ

 

ଅନାବୃଷ୍ଟି

-

ଅତିବୃଷ୍ଟି

 

ଅପମାନ

-

ମାନ

 

ଅନାର୍ଯ୍ୟ

-

ଆର୍ଯ୍ୟ

 

ଅପରିମିତ

-

ପରିମିତ

 

ଅନିତ୍ୟ

-

ନିତ୍ୟ

 

ଅପହୃତ

-

ସଂରକ୍ଷିତ

 

ଅନୁକୂଳ

-

ପ୍ରତିକୂଳ

 

ଅପାୟ

-

ଉପାୟ

 

ଅନୁଗାମୀ

-

ଅଗ୍ରଗାମୀ

 

ଅପୂର୍ଣ୍ଣ

-

ସମ୍ପୂର୍ଣ୍ଣ

 

ଅନୁଗ୍ରହ

-

ନିଗ୍ରହ

 

ଅବନତି

-

ଉନ୍ନତି

 

ଅନୁଚର

-

ସହଚର, ପୁରଶ୍ଚର

 

ଅବଜ୍ଞା

-

ଆଦର

 

ବିଅନୁଢା

-

ବାହୀତା

 

ଅବରୋହଣ

-

ଆରୋହଣ

 

ଅନୁମୋଚନ

-

ପ୍ରତିବାଦ

 

ଅବସର

-

ଅନବସର

 

ଅନୁରକ୍ତ

-

ବିରକ୍ତ

 

ଅବସାଦ

-

ଆନନ୍ଦମୟ

 

ଅନୁରାଗ

-

ବିରାଗ

 

ଅବସ୍ଥିତି

-

ଅନବସ୍ଥିତି

 

ଅନୁରୂପ

-

ବିପରୀତ

 

ଅର୍ହ

-

ଅନର୍ହ

 

ଅବିଗୁଣ

-

ସୁଗୁଣ

 

ଅରୁଆ

-

ଉଷୁନା

 

ଅବିନାଶୀ

-

ବିନାଶଶୀଳ

 

ଥରୁଚି

-

ରୁଚି

 

ଅବିବାହିତ

-

ବିବାହିତ

 

ଅଳସ

-

ପରିଶ୍ରମ

 

ଅଭୟ

-

ଭୟ

 

ଅଳସୁଆ

-

ପରିଶ୍ରମୀ, କର୍ମଠ

 

ଅଭାବ

-

ସଦ୍ଭାବ

 

ଅଳ୍ପ

-

ବହୁତ, ଅଧିକ

 

ଅଭିଜ୍ଞ

-

ଅନଭିଜ୍ଞ

 

ଅଲକ୍ଷଣା

-

ସୁଲକ୍ଷଣା

 

ଅଭିନବ

-

ପୁରାତନ

 

ଅଲାଜୁକ

-

ଲାଜକୁଳା

 

ଅଭିମାନ

-

ଅନଭିମାନ

 

ଅଲୀଜ

-

ଯଥାର୍ଥ

 

ଅଭିଶାପ

-

ଆଶୀର୍ବାଦ

 

ଅଶନ

-

ଅନଶନ

 

ଅଭ୍ୟସ୍ତ-

-

ଅନଭ୍ୟସ୍ତ

 

ଅସଂଖ୍ୟ

-

ପରମିତ

 

ଅଭ୍ୟାସ

-

ଅନଭ୍ୟାସ

 

ଅସତ୍

-

ସତ୍

 

ଅମଙ୍ଗଳ

-

ମଙ୍ଗଳ

 

ଅସଲି

-

ନକଲି

 

ଅମୀୟ

-

ଗରଳ

 

ଅସ୍ତମିତ

-

ଉଦିତ

 

ଅମୃତ

-

ବିଷ

 

ଅସ୍ତି

-

ନାସ୍ତି

 

ଅମ୍ବର

-

ଅନମ୍ବର

 

ଅସୀମ

-

ସୀମ

 

ଅର୍ଗଳ

-

ଅନର୍ଗଳ

 

ଅହଃ

-

ନିଶା

 

ଅର୍ଚ୍ଚନା

-

ଅବମାନନା, ଭତ୍ସର୍ନା

 

ଅର୍ଥୀ

-

ପ୍ରତ୍ୟର୍ଥୀ

 

ଅର୍ଥ

-

ଅନର୍ଥ

 

ଅର୍ପିତ

-

ଗୃହୀତ

 

ଅର୍ପଣ

-

ପ୍ରତ୍ୟର୍ପଣ, ଗ୍ରହଣ

 

 

 

 

 

ଆକର୍ଷଣ

-

ବିକର୍ଷଣ

 

ଆକାଶ

-

ପାତାଳ

 

ଆକାଙ୍କ୍ଷା

-

ନିସ୍ପୃହା

 

ଆଦାୟ

-

ବାକି

 

ଆକୁଞ୍ଚନ

-

ପ୍ରସାରଣ

 

ଆଦି

-

ଅନ୍ତ

 

ଆକୃଷ୍ଟ

-

ବିପ୍ରକୃଷ୍ଟ

 

ଆଦିମ

-

ଅନ୍ତିମ

 

ଆଗ

-

ପଛ

 

ଆଦିମପ୍ରୟୋଗ

-

ସୂକ୍ଷ୍ମପ୍ରୟୋଗ

 

ଆଗତ

-

ଅନାଗତ, ବିଗତ

 

ଆଦୃତ

-

ଉପେକ୍ଷିତ, ଘୃଣିତ

 

ଆଗତୁରା

-

ପିଛିଲା

 

ଆଦ୍ୟ

-

ପ୍ରାନ୍ତ

 

ଆଗମ

-

ନିଗମ

 

ଆଦୌ

-

ପ୍ରାନ୍ତେ

 

ଆଗମନ

-

ପ୍ରତିଗମନ

 

ଆଧାର

-

ନିରାଧାର

 

ଆଗାମୀ

-

ଅତୀତ

 

ଆଧିପତ୍ୟ

-

ଆଧିନ୍ୟ

 

ଆଚାର

-

ଅନାଚାର

 

ଆନତ

-

ଉନ୍ନତ

 

ଆଛା

-

ଖରାପ

 

ଆନୟନ

-

ଅପନୟନ

 

ଆଛାଦନ

-

ଅପନୋଦନ

 

ଆନୀତ

-

ଅପନୀତ

 

ଆଚ୍ଛାଦିତ

-

ଉନ୍ମୋଚିତ

 

ଆନୁକୂଲ୍ୟ

-

ପ୍ରତିକୂଲ୍ୟ

 

ଆଜି

-

କାଲି

 

ଆନୁମାନିକ

-

ନିଶ୍ଚିତ

 

ଆତୁର

-

ନିଶ୍ଚିନ୍ତ

 

ଆପଣା

-

ପର

 

ଆତ୍ମଗ୍ଳାନି

-

ଆତ୍ମପ୍ରସାଦ

 

ଆବଶ୍ୟକ

-

ଅନାବଶ୍ୟକ

 

ଆତ୍ମୀୟ

-

ବିଦ୍ୱେଷୀ

 

ଆବାଦୀ

-

ଅନାବାଦୀ

 

ଆଦର

-

ଅନାଦାର

 

ଆବାହନ

-

ବିସର୍ଜନ

 

ଆଦରଣୀୟ

-

ଘୃଣ୍ୟ

 

ଆବିଳ

-

ସ୍ୱଚ୍ଛ

 

ଆଦାନ

-

ପ୍ରଦାନ

 

ମୂଳଶବ୍ଦ

-

ବିପରୀତ

 

ଆବିର୍ଭାବ

-

ତିରୋଭାବ

 

ଆଲୁଅ

-

ଅନ୍ଧାର

 

ଆବିର୍ଭୂତ

-

ତିରୋହିତ

 

ଆଲୋକ

-

ଅନ୍ଧାର

 

ଆବିଷ୍କୃତ

-

ଉଦ୍ଭାବିତ

 

ଆଶା

-

ନିରାଶା

 

ଆବିଷ୍ଟ

-

ଅନାବିଷ୍ଟ

 

ଆଶାୟୀ

-

ନିରାଶ

 

ଆବେଶ

-

ଅନାବେଶ

 

ଆଶୀର୍ବାଦ

-

ଅଭିଶାପ

 

ଆବୃତ

-

ଉନ୍ମୃକ୍ତ

 

ଆଶ୍ୱାସନା

-

ଉଦବେଦନା

 

ଆମଦାନୀ

-

ରପ୍ତାନୀ

 

ଆଶ୍ରୟ

-

ନିରାଶ୍ରୟ

 

ଆମିଷ

-

ନିରାମିଷ

 

ଆଶ୍ରିତ

-

ନିରାଶ୍ରିତ

 

ଆୟ

-

ବ୍ୟୟ

 

ଆସନ୍ତାକାଲି

-

ଗତକାଲି

 

ଆୟତ୍ତ

-

ଅଣାୟତ୍ତ

 

ଆସ୍ତିକ

-

ନାସ୍ତିକ

 

ଆର୍ଯ୍ୟ

-

ଅନାର୍ଯ୍ୟ

 

ଆସ୍ଥା

-

ଅନାସ୍ଥା

 

ଆରବ୍ଧ

-

ସମାପ୍ତ

 

ଆହତ

-

ଅନାହତ

 

ଆରମ୍ଭ

-

ଶେଷ

 

ଆହାର

-

ଅନାହର

 

ଆରାମ

-

ବେରାମ

 

ଆହାରୀ

-

ନିରାହାର

 

ଆରୋପଣ

-

ଉତ୍ପାଟନ

 

ଆଆହ୍ଳାଦ

-

ବିଷାଦ

 

ଆରୋହ

-

ଅବରୋହ

 

ଆଳାପ

-

ପ୍ରଳାପ

 

ଆରୋହୀ

-

ଅବରୋହୀ

 

ଆଳସ୍ୟ

-

ପରିଶ୍ରମୀ

 

ଇଚ୍ଛା

-

ଅନିଚ୍ଛା

 

ଇଚ୍ଛୁକ

-

ଅନିଚ୍ଛୁକ

 

ଇତିହାସ

-

ଉପନ୍ୟାସ

 

ଉତକର୍ଷ

-

ଅପକର୍ଷ

 

ଇଷ୍ଟ

-

ଅନିଷ୍ଟ

 

ଇହଲୋକ

-

ପରଲୋକ

 

ଇହକାଳ

-

ପରକାଳ

 

 

 

 

 

ଈଶ୍ୱରବାଦ

-

ନିରୀଶରବାଦ

 

ଈର୍ଷା

-

ସହାନୁଭୂତି

 

ଉତକ୍ଷିପ୍ତ

-

ନିପତିତ

 

ଉତ୍କୋଚ

-

ଉପଢ଼ୌକନ

 

ଉତ୍ତରାୟଣ

-

ଦକ୍ଷିଣାୟନ

 

ଉତ୍ତପ୍ତ

-

ସୁଶୀତଳ

 

ଉତ୍ତର

-

ଦକ୍ଷିଣ

 

ଉତ୍ତମାଙ୍ଗ

-

ଅଧମାଙ୍ଗ

 

ଉତ୍ତମର୍ଣ୍ଣ

-

ଅଧମର୍ଣ୍ଣ

 

ଉତ୍ତମ

-

ଅଧମ

 

ଉତ୍ତାପ

-

ଶୈତ୍ୟ

 

ଉଆଁସ

-

ପୁନିଅ

 

ଉତ୍ତେଜନା

-

ଦମନ

 

ଉକ୍ତ

-

ଉହ୍ୟ

 

ଉତ୍ତେଜିତ

-

ଦମିତ

 

ଉଗ୍ର

-

ଶାନ୍ତ

 

ଉତ୍ତୋଳନ

-

ନିପାତନ

 

ଉଚ୍ଚ

-

ନୀଚ୍ଚ

 

ଉଥିାନ

-

ପତନ

 

ଉଚିତ

-

ଅନୁଚିତ

 

ଉଥିାପନ

-

ନିପାତନ

 

ଉଜ୍ଜ୍ୱଳ

-

ମ୍ଳାନ

 

ଉତ୍ପତ୍ତି

-

ବିଲୟ

 

ଉଠାଣି

-

ଗଡ଼ାଣି

 

ଉତ୍ପନ୍ନ

-

ବିନଷ୍ଟ

 

ଉଠାଇବା

-

ପକାଇବା

 

ଉତ୍ସାହ

-

ନିରୁତ୍ସାହ

 

ଉଠାଣିଆ

-

ଗଡ଼ନ୍ତିଆ

 

ଉତ୍ସାହୀ

-

ନିରୁତ୍ସାହୀ

 

ଉତାରିବା

-

ଚଢ଼ାଇବା

 

ଉତ୍ସାହିତ

-

ନିରୁତ୍ସାହିତ

 

ଉଦୟ

-

ଅସ୍ତ

 

ଉପକାର

-

ଅପକାର

 

ଉଦଗ୍ର

-

ଅନୁଦଗ୍ର

 

ଉପକୃତ

-

ଅପକୃତ

 

ଉଦାର

-

କୁଟିଳ

 

ଉପକାରୀ

-

ଅପକାରୀ

 

ଉଦୀଚୀ

-

ଅବାଚୀ

 

ଉପଚିତ

-

ଅପଚିତ

 

ଉଦ୍‌ଗତ

-

ଅନୁଦ୍‌ଗତ

 

ଉପସ୍ଥିତ

-

ଅନୁପସ୍ଥିତ

 

ଉଦ୍‌ଗୀର୍ଣ୍ଣ

-

ଭୁକ୍ତ

 

ଉପସ୍ଥାପକ

-

ଧ୍ୱଂସକାରକ

 

ଉଦ୍ଧତ

-

ଶାନ୍ତ

 

ଉପମେୟ

-

ଅନୁପମେୟ

 

ଉଦ୍ଦେଶ୍ୟ

-

ଉପାୟ, ବିଧେୟ

 

ଉପଭୁକ୍ତ

-

ଅନୁପଭୁକ୍ତ

 

ଉଦ୍ୟତ

-

ବିରତ

 

ଉପହାସିତ

-

ସମ୍ମାନିତ

 

ଉଦ୍ୟମ

-

ଆଳସ୍ୟ

 

ଉପଯୁକ୍ତ

-

ଅନୁପଯୁକ୍ତ

 

ଉଦ୍‌ବେଗ

-

ନିରୁଦ୍‌ବେଗ

 

ଉପଚୟ

-

ଅପଚୟ

 

ଉଦ୍ଦ୍ରିତ୍କ

-

ପ୍ରଶମିତ

 

ଉପଦ୍ରବ

-

ଶାନ୍ତି

 

ଉନ୍ନତି

-

ଅବନତି

 

ଉପସାଗର

-

ଉପଦ୍ୱୀପ

 

ଉନ୍ନତ

-

ଅବନତ, ଅନୁନ୍ନତ

 

ଉପବାସ

-

ଭୋଜନ

 

ଉନ୍ମତ୍ତ

-

ପ୍ରଶାନ୍ତ

 

ଉପାୟ

-

ଅପାୟ

 

ଉନ୍ମୀଳିତ

-

ନିମିଳିତ

 

ଉପାଦେୟ

-

ଅପାଦେୟ

 

ଉପେକ୍ଷା

-

ଅପେକ୍ଷା

 

ଉନ୍ମୁଖ

-

ଅଧୋମୁଖ

 

ଉପଚାର

-

ଅପଚାର

 

ଉର୍ବର

-

ଅନୁର୍ବର

 

ଉପଚିକୀର୍ଷା

-

ଅପଚିକୀର୍ଷା

 

ଉଦ୍ୟାନ

-

ଅରଣ୍ୟ

 

ଉପଦେଷ୍ଟା

-

ଅପଦିଷ୍ଟା

 

ଉଭା

-

ପୋତା

 

ଉଲ୍ଳିଖିତ

-

ନିମ୍ନଲିଖିତ

 

ଉସତ-

-

ଦୁଃଖିତ

 

ଉଶ୍ୱାସ

-

ଭାରୀ

 

ଊଣା

-

ଅଧିକ

 

ଊଢ଼

-

ଅନୂଢ଼

 

ଊର୍ଦ୍ଧ୍ୱ

-

ଅଧଃ

 

ଊର୍ଦ୍ଧ୍ୱତନ

-

ଅଧସ୍ତନ

 

ଋଣୀ

-

ଅଋଣୀ

 

ଋଜୁ

-

ବନ୍ତ୍ର

 

ଏକବଚନ

-

ବହୁବଚନ

 

ଏକ

-

ଅନେକ

 

ଏକମତ

-

ଭିନ୍ନମତ

 

ଏକଦା

-

ସର୍ବଦା

 

ଏକ୍ଷଣ

-

ପରକ୍ଷଣ

 

ଏକଧା

-

ବହୁଧା

 

ଏକତ୍ର

-

ସର୍ବତ୍ର

 

ଏକୀକରଣ

-

ପୃଥକୀକରଣ

 

ଏଠା

-

ସେଠା

 

ଏଣେ

-

ତେଣେ

 

ଏତେ

-

ତେତେ

 

ଏଥର

-

ସେଥର

 

ଏପରି

-

ସେପରି

 

ଏବାଟେ

-

ସେବାଟେ

 

ଏବେ

-

ତେବେ

 

ଏମନ୍ତ

-

ତେମନ୍ତ

 

ଏସନ

-

ତେସନ

 

ଏହିପରି

-

ସେହିପରି

 

ଏହି

-

ସେହି

 

 

 

 

 

ଐକ୍ୟ

-

ଅନୈକ୍ୟ

 

ଐକାନ୍ତିକ

-

ଅନୈକାନ୍ତିକ

 

ଐତିହ

-

ପାରତ୍ରିକ

 

 

 

 

 

ଓଡ଼ାଙ୍କ

-

ମେଲାଙ୍କ

 

ଓଥରା

-

ବିବାହିତ

 

ଓଦା

-

ଶୁଖିଲା

 

ଓଷ୍ଠ

-

ଅଧର

 

ଓସାର

-

ଅଣଓସାର

 

ଓହ୍ଳାଇବା

-

ଚଢ଼ିବା

 

ଔଚିତ୍ୟ

-

ଅନୌଚିତ୍ୟ

 

ଔତ୍ସୂକ୍ୟ

-

ଅନୌତ୍ସୂକ୍ୟ

 

ଔରସ

-

ଜାରଜ

 

କଠୋର

-

କୋମଳ

 

କତିପୟ

-

ସମସ୍ତ

 

କିଞ୍ଚିତ

-

ସମଧିକ

 

କର୍ତ୍ତବ୍ୟ

-

ଅକର୍ତ୍ତବ୍ୟ

 

କୀର୍ତ୍ତି

-

ଅପକୀର୍ତ୍ତି

 

କଣ୍ଟକ

-

ନିଷ୍କଣ୍ଟକ

 

କ୍ରୟ

-

ବିକ୍ରୟ

 

କନିଷ୍ଠ

-

ଅଗ୍ରଜ

 

କୁ

-

ସୁ

 

କନୀୟାନ୍

-

ବର୍ଷୀୟାନ୍

 

କ୍ରମଶଃ

-

ଏକାବେଳକେ

 

କନୀୟାନ୍

-

ଜ୍ୟାୟାନ୍

 

କୁଟିଳ

-

ସରଳ

 

କମ୍ପିତ

-

ନିଷ୍କମ୍ପ

 

କ୍ରୋଧୀ

-

ଶାନ୍ତ

 

କର୍ମ୍ମଠ

-

ଦୀର୍ଘ ସୂତ୍ରୀ

 

କୁଳଟା

-

ସତୀ

 

କର୍ମ୍ମଣୀ

-

ଅକର୍ମ୍ମଣ୍ୟ

 

କୁଳୀନ

-

ବାଳୁଙ୍ଗା

 

କରାଳ

-

ମନୋହର

 

କୁଳତିଳକ

-

କୁଳାଙ୍ଗାର

 

କରୁଣ

-

ନିର୍ଦ୍ଦୟ

 

କୁଲକ୍ଷଣ

-

ସୁଲକ୍ଷଣ

 

କଳହ

-

ଶାନ୍ତି

 

କ୍ରେତା

-

ବିକ୍ରେତା

 

କଳଙ୍କୀ

-

ନିଷ୍କଳଙ୍କ

 

କେନ୍ଦ୍ର

-

ପରିଧି

 

କଳା

-

ଧଳା

 

କେଞ୍ଚୁଡ଼ି

-

ପାକଳ, ପୋଖତ

 

କର୍କଶ

-

କୋମଳ

 

କୋଡ଼ପୋଛା

-

ପୋଢୁଆଁ

 

କଞ୍ଚା

-

ପାଚିଲା

 

କୋପୀ

-

ଶାନ୍ତ

 

କଲ୍ୟ

-

ଅଦ୍ୟ

 

କୋବିଦ

-

ମୂର୍ଖ

 

କଟୁ

-

ମିଷ୍ଟ

 

କୃଷ୍ଣ

-

ଶ୍ୱେତ

 

କାଠୁଆ

-

ପାଣିଆ

 

କୃପଣ

-

ବଦାନ୍ୟ

 

କଟୁଭାଷୀ

-

ମିଷ୍ଟଭାଷୀ

 

କୃତ୍ତ୍ରିମ

-

ପ୍ରାକୃତିକ

 

କାମ୍ପି

-

ଖର୍ଚ୍ଚୀ

 

କୃଶ

-

ପୁଷ୍ଟ

 

କଠିନ

-

ସହଜ, ଭଙ୍ଗପ୍ରବଣ

 

କୃତି

-

ଆକୃତି

 

କାଳୀ

-

ଗୋରୀ

 

କ୍ଳେଶ

-

ଅକ୍ଳେଶ

 

କ୍ରୁଦ୍ଧ

-

ସନ୍ତୁଷ୍ଟ

 

କାଳ୍ପନିକ

-

ବାସ୍ତବିକ

 

ଖଣ୍ଟ

-

ସାଧୁ

 

ଖଣ୍ଡ

-

ଅଖଣ୍ଡ

 

ଖଣ୍ଡିତ

-

ଅଖଣ୍ଡିତ

 

ଖଣ୍ଡନ

-

ମଣ୍ଡନ

 

ଖଣ୍ଡନୀୟ

-

ଅଖଣ୍ଡନୀୟ

 

ଖର୍ବ

-

ପ୍ରାଂଶୁ

 

ଖର୍ବକାୟ

-

ଦୀର୍ଘକାୟ

 

ଖଲାସ

-

ସଜା

 

ଖାତକ

-

ମହାଜନ

 

ଖାରିଆ

-

ମିଠା

 

ଖାଣ୍ଟି

-

ମିଶ୍ରିତ

 

ଗରିମା

-

ଲଘିମା

 

ଖାମିଦ

-

ଚାକର

 

ଖୁରୁଡ଼ୁ

-

ପଇଡ଼

 

ଖାରଜ

-

ଦାଖଲ

 

ଖେଚର

-

ଭୂଚର

 

ଖ୍ୟାତି

-

ନିନ୍ଦା

 

ଖ୍ୟାତ

-

ଅପବାଦ

 

ଗଣିତ

-

ଅଗଣିତ

 

ଗଣ୍ଡମୂର୍ଖ

-

ଅତି ପଣ୍ଡିତ

 

ଗଣ୍ୟ

-

ଅଗଣ୍ୟ

 

ଗଣ୍ଠି ଗଣ୍ଠିଆ

-

ସରଳିଆ

 

ଗତି

-

ଅଗତି

 

ଗତି

-

ସ୍ଥିତି

 

ଗଦ୍ୟ

-

ପଦ୍ୟ

 

ଗୃହୀତ

-

ତ୍ୟକ୍ତ

 

ଗ୍ରାମ

-

ବିପିନ

 

ଗ୍ରାହ୍ୟ

-

ଅଗ୍ରାହ୍ୟ

 

ଗ୍ରୀଷ୍ମ

-

ଶୀତ

 

ଗର୍ବିତ

-

ବିନୀତ

 

ଗର୍ବିତା

-

ନମ୍ରତା

 

ଗର୍ବୀ

-

ବିନୟୀ

 

ଗଭୀର

-

ଅଗଭୀର

 

ଗମ୍ୟ

-

ଅଗମ୍ୟ

 

ଖାସି

-

ବୋଦା

 

ଗରିଷ୍ଠ

-

ଲଘିଷ୍ଠ

 

ଗାଁଉଲୀ

-

ସହରୀ

 

ଗୁଣ

-

ଦୋଷ

 

ଗୁପ୍ତ

-

ପ୍ରକାଶିତ

 

ଗୁରୁ

-

ଲଘୁ

 

ଗୁରୁ

-

ଶିଷ୍ୟ

 

ଗୁଳ୍ମ

-

ଦାରୁ

 

ଗୃହ୍ୟ

-

ପ୍ରକାଶ

 

ଗୋଲ

-

ଲମ୍ବା

 

ଗୋପନ

-

ପ୍ରକାଶ

 

ଗୌଣ

-

ମୁଖ୍ୟ

 

ଗୌରବ

-

ଲାଘବ

 

ଗୌରବର୍ଣ୍ଣ

-

କୃଷ୍ଣବର୍ଣ୍ଣ

 

ଗୃହୀ

-

ସନ୍ନ୍ୟାସୀ

 

 

 

 

 

ଘଟନ

-

ଅଘଟନ

 

ଘନ

-

ତରଳ

 

ଘନୀଭୂତ

-

ଦ୍ରବୀଭୂତ

 

ଘାତୁକ

-

ପାଳକ

 

ଘୋଳଦହୀ

-

ବସାଦହି

 

ଘୃଣା

-

ଶ୍ରଦ୍ଧା

 

ଘୃଣିତ

-

ଆଦୃତ

 

ଘୃଣା

-

ସ୍ନେହୀ

 

 

 

 

 

 

 

 

 

ଚଞ୍ଚଳ

-

ଉଛୁର, ସ୍ଥିର

 

ଚଣ୍ଡ

-

ଶାନ୍ତ

 

ଚଣ୍ଡାଳ

-

ବ୍ରାହ୍ମଣ

 

ଚତୁର

-

ଓଲୁ

 

ଚପଳ

-

ଧୀର

 

ଚରଣ

-

ଶିର

 

ଚଳ

-

ସ୍ଥିର

 

ଚଳିତ

-

ରହିତ

 

ଚାଞ୍ଚଲ୍ୟ

-

ସ୍ଥୈର୍ଯ୍ୟ

 

ଚାଲାକ୍

-

ହୁଣ୍ଡା

 

ଚାଳିତ

-

ସ୍ଥଗିତ

 

ଚିକ୍କଣ

-

ଖଦଡ଼ା

 

ଚିତେଇବା

-

ପେଟେଇବା

 

ଚିନ୍ତା

-

ଅଚିନ୍ତା

 

ଚିନ୍ତିତ

-

ନିଶ୍ଚିନ୍ତ

 

ଚିରକାଳ

-

କ୍ଷଣକାଳ

 

ଚିରଚିରା

-

ବେଗବେଗା

 

ଚିରକ୍ରିୟ

-

କ୍ଷିପ୍ରକାରୀ

 

ଚିରଜୀବୀ

-

ସ୍ୱଳ୍ପାୟୁ

 

ଚିରସ୍ଥାୟି

-

କ୍ଷଣସ୍ଥାୟୀ

 

ଚିହ୍ନା

-

ଅଚିହ୍ନା

 

ଚିହ୍ନିତ

-

ଅଚିହ୍ନିତ

 

ଚ୍ୟୁତ

-

ଅଚ୍ୟୂତ

 

ଚେତନା

-

ଅଚେତନା

 

ଚେତୁଆଳ

-

ବୋକା

 

ଚେମଡ଼ା

-

ମସ୍କା

 

ଚେଷ୍ଟିତ

-

ନିଚେଷ୍ଟ

 

ଚୈତନ୍ୟ

-

ଅଚୈତନ୍ୟ

 

ଚୋର

-

ସାଧୁ

 

ଚୌରସ

-

ଖାଲଢିପ

 

ଛପିବା

-

ଦିଶିବା

 

ଛାଇ

-

ଖରା

 

ଛାତ

-

ଚଟାଣ

 

ଛିଡ଼ାହେବା

-

ବସିବା

 

ଛିଣ୍ଡିବା

-

ଲାଗିବା

 

ଛିନ୍ନ

-

ମୁକ୍ତ

 

ଛିଦ୍ର

-

ଅଛିଦ୍ର

 

ଛିଦ୍ରାନ୍ୱେଷି

-

ମଙ୍ଗଳକାଙ୍କ୍ଷୀ

 

ଛୁତିକିଆ

-

ମୃତିକିଆ

 

ଛୋଟ

-

ବଡ଼

 

ଜଟିଳ

-

ସହଜ

 

ଜଡ଼

-

ଚେତନ

 

ଜନନୀ

-

ଜନକ

 

ଜନତା

-

ବିଜନତା

 

ଜନ୍ମ

-

ମରଣ

 

ଜନ୍ମିତ

-

ପାଳିତ

 

ଜଣା

-

ଅଜଣା

 

ଜମା

-

ଖର୍ଚ୍ଚ

 

ଜହର

-

ଅମୃତ

 

ଜମିଦାରୀ

-

ରୟତୀ

 

ଜଳ

-

ସ୍ଥଳ

 

ଜରା

-

ଅଜରା

 

ଜରିମାନା

-

ପୁରସ୍କାର

 

ଜଳଚର

-

ସ୍ଥଳଚର

 

ଜଳଜ

-

ସ୍ଥଳଜ

 

ଜଲଦି

-

ମଠ

 

ଜୟ

-

ପରାଜୟ

 

ଜୟୀ

-

ପରାଜୟୀ

 

ଜାଗରଣ

-

ଶୟନ

 

ଜାଗ୍ରତ

-

ନିଦ୍ରିତ

 

ଜାଡ଼

-

ଗ୍ରୀଷ୍ମ

 

ଜାଡ଼୍ୟ

-

ଚୈତନ୍ୟ

 

ଜାତଶତ୍ରୁ

-

ଅଜାତଶତ୍ରୁ

 

ଜାତିଆ

-

ଅଜାତିଆ

 

ଜାମାତା

-

ଶ୍ୱଶୁର

 

ଜିତାପିଟ

-

ହାରପଟ

 

ଜିତେନ୍ଦ୍ରିୟ

-

ଇନ୍ଦ୍ରିୟାଶକ୍ତ

 

ଜୀବନ

-

ମରଣ

 

ଜାବରାଜ୍ୟ

-

ଜଡ଼ରାଜ୍ୟ

 

ଜୀମୂତ

-

ମୃତ

 

ଜୀର୍ଣ୍ଣ

-

ଅଜୀର୍ଣ୍ଣ

 

ଜେୟ

-

ଦୁର୍ଜୟ

 

ଜ୍ୟେଷ୍ଠ

-

କନିଷ୍ଠ

 

 

 

 

 

ଝଟକିବା

-

ମଉଳିବା

 

ଝଡ଼ିବା

-

ଲାଖିବା

 

ଝୁରା

-

କାଦୁଆ

 

 

 

 

ଜ୍ଞ

 

ଜ୍ଞାତ

-

ଅଜ୍ଞାତ

 

ଜ୍ଞାତକୁଳଶୀଳ

-

ଅଜ୍ଞାତକୁଳଶୀଳ

 

ଜ୍ଞାତସାରେ

-

ଅଜ୍ଞାତସାରେ

 

ଜ୍ଞାତଜନିତ

-

ଅଜ୍ଞାନଜନିତ

 

ଜ୍ଞାନୀ

-

ମୂର୍ଖ

 

ଜ୍ଞେୟ

-

ଅଜ୍ଞେୟ

 

ଟଳ

-

ଅଟଳ

 

ଟାଆଁସା

-

କଅଁଳିଆ

 

ଟାଣ

-

କୋହଳ

 

ଟାଣୁଆ

-

ଫପ୍ସା

 

ଟିକିଟିକି

-

ବଡ଼ବଡ଼

 

ଟେହିବା

-

ଦାବିବା

 

ଟୋକା

-

ବୁଢ଼ା

 

ଟୋକୀ

-

ବୁଢ଼ୀ

 

ଟୋଲା

-

ନିଦା

 

 

 

 

 

ଠକ

-

ସାଧୁ

 

ଠାପୁଆ

-

ଚଞ୍ଚଳିଆ

 

ଠେଙ୍ଗ

-

ଗହର

 

 

 

 

 

 

ଡ଼ଉଲ

-

ବେଡ଼ଉଲ

 

ଡ଼ଗଡ଼ଗ

-

ଥିରଥିର

 

ଡ଼କାଇବା

-

ପଠାଇବା

 

ଡ଼ରକୁଳା

-

ନିର୍ଭିକ

 

ଡ଼ରୁଆ

-

ସାହସୀ

 

ଡମ୍ପା

-

ପଛକୁହା

 

ଡ଼ାହାଣ

-

ବାଁ

 

ଡ଼ିଗ୍ରୀ

-

ଡ଼ିସ୍‌ମିସ୍

 

ଡ଼େଙ୍ଗେଇ

-

ପେଣ୍ଠୀ

 

ଡ଼େବୀରି

-

ଖାଇବି

 

ଢଙ୍ଗ

-

ବେଢ଼ଙ୍ଗ

 

 

-

 

 

ଢଳଢ଼ଳ

-

ସ୍ଥିର

 

ଢଳା

-

ପିଟା

 

ଛାଳିବା

-

ପୁରାଇବା

 

ଢାଲୁ

-

ସମତଳ

 

ଢିଲା

-

ଦୃଢ଼

 

ଢେର୍

-

ଅଳ୍ପ

 

ତଟ

-

ଅତଟ

 

ତଟକା

-

ବାସି

 

ତଡ଼ତି

-

ବିଳମ୍ବ

 

ତତ୍‌କାଳୀନ

-

ଇଦାନୀନ୍ତନ

 

ତତ୍‌ପରେ

-

ତତପୂର୍ବେ

 

ତତଲା

-

ଥଣ୍ଡା

 

ତନ୍ତ୍ର

-

ଅନ୍ତ୍ର

 

ତନ୍ତ୍ରତ୍ୟ

-

ଅନ୍ତ୍ରତ୍ୟ

 

ତଣ୍ଡ

-

ମାଗଣ

 

ତଳ

-

ଉପର

 

ତଳସ୍ପର୍ଶ

-

ଅତଳସ୍ପର୍ଶ

 

ତରବର

-

ମଠ

 

ତବ

-

ମମ

 

ତାରଲ୍ୟ

-

କାଠିଣ୍ୟ

 

ତିକ୍ତ

-

ମିଷ୍ଠ

 

ତିତିକ୍ଷା

-

ଜିଘୃକ୍ଷା

 

ତୀବ୍ର

-

ମୃଦୁ

 

ତୁଚ୍ଛା

-

ପୁରା

 

ତୁନିହେବା

-

ଗପିବା

 

ତୁଳନୀୟ

-

ଅତୁଳନୀୟ

 

ତୁଳସୀ

-

ବିଛୁଆତୀ

 

ତୁଷ୍ଟ

-

ବିରକ୍ତ

 

ତୁଷ୍ଟିକର

-

ବିରକ୍ତିକର

 

ତେଜ

-

ନିସ୍ତେଜ

 

ତେଜସ୍ୱୀ

-

ନିଷ୍ପ୍ରଭ

 

ତେଜ୍ୟା

-

ଘେନା

 

ତେଡ଼ିବା

-

ମାନିବା

 

ତୋଫା

-

ମଳିନ

 

ତୃପ୍ତ

-

ଅତୃପ୍ତ

 

ତୃପ୍ତି

-

ଅତୃପ୍ତି

 

ତୃଷ୍ଟା

-

ବିତୃଷ୍ଟା

 

ତ୍ୟାଗ

-

ଗ୍ରହଣ

 

ତ୍ୟାଜା

-

ଗ୍ରହଣୀୟ

 

 

 

 

 

ଥଣ୍ଡା

-

ଗରମ

 

ଥୟ

-

ଅଥୟ

 

ଥା

-

ଯା

 

ଥାକୁଲା

-

ସରୁଆ

 

ଦଢ଼

-

ଚୀରା

 

ଦଣ୍ଡିତ

-

ପରସ୍କୃତ

 

ଦଣ୍ଡିବା

-

କ୍ଷମାକରିବା

 

ଦଣ୍ଡ୍ୟ

-

ଅଦଣ୍ଡ୍ୟ

 

ଦତ୍ତ

-

ଗୃହୀତ

 

ଦମ୍ଭ

-

କାତର

 

ଦମ୍ୟ

-

ଅଦମ୍ୟ

 

ଦୟାଳୁ

-

ନିର୍ଦ୍ଦୟ

 

ଦରିଦ୍ର

-

ଧନୀ

 

ଦଳବଦ୍ଧ

-

ଏକାକୀ

 

ଦହଡ଼

-

ଥଣ୍ଡା

 

ଦାଇ

-

ମୁଦେଇ

 

ଦାଢ଼ୁଆ

-

ମୁଣ୍ଡା

 

ଦାର୍ଢ୍ୟ

-

ଶୈଥିଲ୍ୟ

 

ଦାତବ୍ୟ

-

ଗ୍ରହିତବ୍ୟ

 

ଦାତା

-

ଗ୍ରହିତା

 

ଦାନ

-

ପ୍ରତିଗ୍ରହ

 

ଦାସ୍ୟ

-

ପ୍ରଭୂତ୍ୱ

 

ଦିନ

-

ରାତି

 

ଦିନମଣି

-

ନିଶାମଣି

 

ଦ୍ରୁତ

-

ମନ୍ଦ, ମନ୍ଥର

 

ଦିନିକିଆ

-

ସବୁଦିନିଆ

 

ଦୁର୍ଲ୍ଲଭ

-

ସୁଲଭ

 

ଦିବସ

-

ରାତ୍ରି

 

ଦୁଷ୍ଟ

-

ଶିଷ୍ଟ

 

ଦିବା

-

ରଜନୀ

 

ଦୂର

-

ନିକଟ

 

ଦିବାକର

-

ନିଶାକର

 

ଦୂରବର୍ତ୍ତୀ

-

ନିକଟବର୍ତ୍ତୀ

 

ଦିବି

-

ଭୂବି

 

ଦୂରଦର୍ଶୀ

-

ଅଦୂରଦର୍ଶୀ

 

ଦୀକ୍ଷିତ

-

ଅଦୀକ୍ଷିତ

 

ଦୂରସ୍ଥ

-

ନିକଟସ୍ଥ, ଅଦୂରସ୍ଥ

 

ଦୀର୍ଘ

-

ପ୍ରସ୍ଥ

 

ଦୀଘାୟୁ

-

ଅଳ୍ପାୟୁ

 

ଦୃଢ଼

-

ଶିଥିଳ

 

ଦୀନ

-

ଧନବାନ

 

ଦୃଶ୍ୟ

-

ଶ୍ରାବ୍ୟ

 

ଦ୍ୱୀପ

-

ହ୍ରଦ

 

ଦୃଷ୍ଟ

-

ଅଦୃଷ୍ଟ

 

ଦୃଷ୍ଟପୂର୍ବ

-

ଅଦୃଷ୍ଟପୂର୍ବ

 

ଦୁଃଖ

-

ସୁଖ

 

ଦୃଷ୍ଟିଗୋଚର

-

ଅଦୃଶ୍ୟ

 

ଦୁଃଖାଶ୍ରୁ

-

ଆନନ୍ଦାଶ୍ରୁ

 

ଦୃଷ୍ଟିପଥାରୂଢ଼

-

ଦୃଷ୍ଟ୍ୟତୀତ

 

ଦୁଃଖିତ

-

ଆନନ୍ଦିତ

 

ଦେଣା

-

ପାଉଣା

 

ଦୁଃସ୍ଥ

-

ସୁସ୍ଥ

 

ଦେବ

-

ଦାନବ

 

ଦୁର୍ଗନ୍ଧ

-

ସୁଗନ୍ଧ

 

ଦେବତା

-

ରାକ୍ଷସ

 

ଦୁର୍ଦ୍ଦାନ୍ତ

-

ଶାନ୍ତ

 

ଦେବା

-

ନେବା

 

ଦୁର୍ବଳ

-

ସବଳ, ଦୁର୍ବଳ

 

ଦେବୀ

-

ଦାନବୀ, ରାକ୍ଷସୀ

 

ଦୁର୍ଭିକ୍ଷ

-

ସୁଭିକ୍ଷ

 

ଦେୟ

-

ପ୍ରାପ୍ୟ

 

ଦୁର୍ଯୋଗ

-

ସୁଯୋଗ

 

ଦେଶ

-

ବିଦେଶ

 

ଦୁରାତ୍ମା

-

ପୁଣ୍ୟାତ୍ମା

 

ଦୈର୍ଘ୍ୟ

-

ପ୍ରସ୍ଥ

 

ଦୈଶିକ

-

ବୈଦେଶିକ

 

ଦ୍ୱୈତବାଦୀ

-

ଅଦ୍ୱୈତବାଦୀ

 

ଦୋଷ

-

ଗୁଣ

 

ଧଡ଼ିଆ

-

ମୋଟା

 

ଧନୀ

-

ଦରିଦ୍ର

 

ଧବଳିଆ

-

କାଳିମା

 

ଧର୍ମ୍ମ

-

ପାପ

 

ଧର୍ମ୍ମଦ୍ରୋହୀ

-

ଧର୍ମ୍ମଭୀରୁ

 

ଧର୍ମ୍ମପରାୟଣ

-

ପାପଚାରୀ

 

ଧର୍ମ୍ମିଷ୍ଠ

-

ପାପୀଷ୍ଠ

 

ଧଳା

-

କଳା

 

ଧର୍ଷଣୀୟ

-

ଅଧର୍ଷଣୀୟ

 

ଧାରିବା

-

ଶୁଝିବା

 

ଧାର୍ମ୍ମିକ

-

ପାପୀ

 

ଧୀର

-

ଅଧୀର, ଚାଞ୍ଚଲ୍ୟ

 

ଧୀରତା

-

କାତରତା

 

ଧୀରେ ଧୀରେ

-

ଶୀଘ୍ର ଶୀଘ୍ର

 

ଧୁଆ

-

ଅଧୁଆ

 

ଧ୍ରୁବ

-

ଅଧ୍ରୁବ

 

ଧୃତ

-

ମୁକ୍ତ

 

ଧୃଷ୍ୟ

-

ଅଧୃଷ୍ୟ

 

ଧୌର୍ଯ୍ୟ

-

ଅଧୈର୍ଯ୍ୟ

 

ଧୋଇ

-

ମରୁଡ଼ି

 

ଧୋଇବା

-

ଶୁଖାଇବା

 

ଧୋବ

-

ମଳିଆ

 

ନଅଣ୍ଟ

-

ବହକା

 

ନଗଦ

-

କାଳି

 

ନର୍ତ୍ତକ

-

ଦର୍ଶକ

 

ନପ୍ତା

-

ବପ୍ତା

 

ନବରଙ୍ଗିଆ

-

ମଉନମୁହାଁ

 

ନବୋଢ଼ା

-

ପ୍ରୋଢ଼ା

 

ନମ୍ର

-

ଉଗ୍ର

 

ନୟନଧର୍ଷଣ

-

ନୟନାଭିରାମ

 

ନଅର

-

ମାଦୀ

 

ନରକ

-

ବୈକୁଣ୍ଠ

 

ନରକଗତି

-

ସ୍ୱର୍ଗପ୍ରାପ୍ତି

 

ନା

-

ହଁ

 

ନାଥ

-

ଅନାଥ

 

ନାଲିଶ

-

ରଫା

 

ନିବାଡ଼

-

ହୁଗୁଳା

 

ନିଉଁଛୁଣା

-

ସୁଲକ୍ଷଣା

 

ନିର୍ବାପିତ

-

ସଂଦୀପ୍ତ

 

ନିକ

-

ବଗଡ଼ା

 

ନିବୁଜ

-

ମେଲା

Unknown

 

ନିକୃଷ୍ଟ

-

ଉତ୍କୃଷ୍ଟ

 

ନିବୃତ

-

ପ୍ରବୃତି

 

ନିକ୍ଷେପ

-

ସଂଗ୍ରହ

 

ନିର୍ବ୍ଦାଦ

-

ଅନିର୍ବ୍ଦାଦ

 

ନିଗମ

-

ଗମ୍ୟ

 

ନିକମ୍ ହାରାମ୍

-

ନିମକ୍‌ସଚ୍ଚା

 

ନିଗ୍ରହ

-

ପ୍ରଶଂସା

 

ନିମଗ୍ନ

-

ଭାସମାନ

 

ନିମନ୍ତ୍ରିତ

-

ଅନିମନ୍ତ୍ରିତ

 

ନିଜ

-

ପର

 

ନିତ୍ୟ

-

ଅନିତ୍ୟ

 

ନିମ୍ନଗାମୀ

-

ଉର୍ଦ୍ଧ୍ୱଗାମୀ

 

ନିର୍ଦ୍ଦୟ

-

ସଦୟ

 

ନିର୍ମଳ

-

ଆବିଳ

 

ନିଦା

-

ପୋଲା

 

ନିର୍ମାଣ

-

ଭଗ୍ନ

 

ନିନ୍ଦା

-

ସ୍ତୁତି

 

ନିନ୍ଦ୍ୟ

-

ଆଦରଣୀୟ, ପ୍ରଶଂସ୍ୟ

 

ନିଯୁକ୍ତ

-

ବିରତ

 

ନିୟମ

-

ବେନିୟମ

 

ନିଦ୍ରାଳୁ

-

ଜାଗରଣଶୀଳ

 

ନିୟମିତ

-

ଅନିୟମିତ

 

ନିଦ୍ରା

-

ଜାଗରଣ

 

ନିର୍ଗତ

-

ଅନିର୍ଗତ

 

ନିନ୍ଦନୀୟ

-

ମନ୍ଦନୀୟ

 

ନିର୍ଗମନ

-

ପ୍ରବେଶନ

 

ବିନୀଷା

-

ତିତୀର୍ଷା

 

ନିରତ

-

ବିରତ

 

ନିପାତ

-

ଉତ୍ପାତ

 

ନିରବତନ୍ତ୍ର

-

ଭାଷତନ୍ତ୍ର

 

ନିପୁଣ

-

ଅକ୍ଷମ

 

ନିରାଶା

-

ଆଶା

 

ନିର୍ଦ୍ଦିଷ୍ଟ

-

ଅନିର୍ଦ୍ଦିଷ୍ଟ

 

ନିରାକାର

-

ସାକାର

 

ନିର୍ଦ୍ଧାର୍ଯ୍ୟ

-

ଅନିର୍ଦ୍ଧାର୍ଯ୍ୟ

 

ନିରୁକ୍ତି

-

ଉକ୍ତି

 

ନିରୁଦ୍ୟମ

-

ଉଦ୍ୟମ

 

ନିଶବ୍ଦ

-

ସଶବ୍ଦ

 

ନୂତନ

-

ପୁରାତନ

 

ନିଶ୍ଚିତ

-

ଅନିଶ୍ଚିତ

 

ନେବା

-

ଦେବା

 

ନିଷିଦ୍ଧ

-

ଆଦିଷ୍ଟ

 

ନୈସର୍ଗିକ

-

କୃତ୍ରିମ

 

ନିଷ୍କ୍ରମଣ

-

ପ୍ରବେଶ

 

ନୌକର

-

ବାବୁ

 

ନିସ୍ପନ୍ଦ

-

ସ୍ପନ୍ଦିତ

 

ନୌକରୀ

-

ହାକିମି

 

ନୀଚ୍ଚ

-

ଉଚ୍ଚ

 

ନ୍ୟାୟ

-

ଅନ୍ୟାୟ

 

ନୀତ

-

ଆନୀତ

 

ନାର୍ଯ୍ୟ

-

ଅନାର୍ଯ୍ୟ

 

ନୀତି

-

ଦୁର୍ନୀତି

 

ନ୍ୟୂନ

-

ଅନ୍ୟୂନ

 

ନିରସ

-

ସରସ

 

ନ୍ୟୂନତା

-

ଆଧିକ୍ୟ

 

ନୁଆଁଇବା

-

ସଳଖାଇବା

 

ନୁଖୁରା

-

ତେଲିୟା

 

 

 

 

 

 

 

 

 

ପକ୍କା

-

କଚ୍ଚା

 

ପକ୍ୱ

-

ଅପକ୍ୱ

 

ପକ୍ଷପାତ

-

ନିରପେକ୍ଷ

 

ପଖାଳ

-

ତବାତ

 

ପଙ୍କିଳ

-

ନିର୍ମଳ

 

ପଛଘୁଞ୍ଚା

-

ଆଗଭର

 

ପଟୁ

-

ଅପଟୁ

 

ପଠିତ

-

ଅପଠିତ

 

ପଟ୍ଟା

-

କାବୁଲିୟତ୍

 

ପଡ଼ିବା

-

ଉଠିବା

 

ପଡ଼ିଆ

-

ଉଠିଆ

 

ପଢା

-

ଲେଖା

 

ପଣ୍ଡିତ

-

ମୂର୍ଖ

 

ପତନ

-

ଉତ୍ଥାନ

 

ପତି

-

ପତ୍ନୀ

 

ପତିବ୍ରତା

-

କୁଳଟା

 

ପଥ୍ୟ

-

ଅପଥ୍ୟ

 

ପଦସ୍ଥ

-

ଅପଦସ୍ଥ

 

ପଦାର୍ଥ

-

ଅପଦାର୍ଥ

 

ପବିତ୍ର

-

ଅପବିତ୍ର

 

ପର୍ଯ୍ୟନ୍ତ

-

ଅପର୍ଯ୍ୟନ୍ତ

 

ପରିହାର୍ଯ୍ୟ

-

ଅପରିହାର୍ଯ୍ୟ

 

ପର୍ଯ୍ୟୁଷିତ

-

ସଦ୍ୟ

 

ପରୁଆ

-

ବେପରୁଆ

 

ପର

-

ନିଜ

 

ପଲ୍ଲବିତ

-

ନିଷ୍ପନ୍ତ୍ର

 

ପରଲୋକ

-

ଇହଲୋକ

 

ପଶ୍ଚାତ୍

-

ଅଗ୍ର

 

ପରାଜୟ

-

ବିଜୟ

 

ପାକଳ

-

କେଞ୍ଚୁଡ଼ି, କସି

 

ପରାଜିତ

-

ବିଜିତ

 

ପାକୁଆ

-

ଦାନ୍ତୁରା

 

ପରାଧୀନ

-

ସ୍ୱାଧୀନ

 

ପାଠକ

-

ଲେଖକ

 

ପରାମର୍ଶ

-

ଷଡ଼ଯନ୍ତ୍ର

 

ପାଠୁଆ

-

ମୂର୍ଖ

 

ପରିପାକ

-

ଅଜୀର୍ଣ୍ଣ

 

ପାଣିଆ

-

କାଠୁଆ

 

ପରିଚିତ

-

ଅପରିଚିତ

 

ପାଣ୍ଡିତ୍ୟ

-

ମୂର୍ଖତା

 

ପରିଗ୍ରହ

-

ଅପରିଗ୍ରହ

 

ପାର୍ଥିବ

-

ସ୍ୱର୍ଗୀୟ

 

ପରିମିତ

-

ଅପରିମିତ

 

ପାପ

-

ପୁଣ୍ୟ

 

ପରିପକ୍ୱ

-

ଅପରିପକ୍ୱ

 

ପାପାତ୍ମା

-

ପୁଣ୍ୟାତ୍ମା

 

ପରିଜ୍ଞାତ

-

ଅପରିଜ୍ଞାତ

 

ପାର

-

ଅପାର

 

ପରିଣାମଦର୍ଶୀ

-

ଅପରିଣାମଦର୍ଶୀ

 

ପାରଗ

-

ଅପାରଗ

 

ପରିତୃଷ୍ଟ

-

ଅସନ୍ତୁଷ୍ଟ

 

ପାସୋରା

-

ସ୍ମାରକ

 

ପରିପୂର୍ଣ୍ଣ

-

ଅପରିପୂର୍ଣ୍ଣ

 

ପିଛା

-

ଆଗା

 

ପରିମିତ

-

ଅପରିମିତ

 

ପିତା

-

ମିଠା

 

ପରିଷ୍କୃତ

-

ଅପରିଷ୍କୃତ

 

ପୁଂସହ

-

ସ୍ତ୍ରୀହ

 

ପରିଷ୍କାର

-

ଅପରିଷ୍କାର

 

ପୁନର୍ଭବ

-

ନିର୍ବାଣ

 

ପରିଷ୍ଫୁଷ୍ଟ

-

ଅପରିଷ୍ଫୁଷ୍ଟ

 

ପୁରଃ

-

ଅନୁ, ପଶ୍ଚାତ

 

ପୁରଶ୍ଚର

-

ଅନୁଚର

 

ପ୍ରଖର

-

ଧୀର

 

ପୁରଷ୍କାର

-

ତିରଷ୍କାର

 

ପ୍ରଚୁର

-

ଅଳ୍ପ,ସାମାନ୍ୟ

 

ପୁରା

-

ଖାଲି

 

ପ୍ରଚ୍ଛନ୍ନ

-

ପ୍ରକାଶ୍ୟ

 

ପୁରୁଷ

-

ସ୍ତ୍ରୀ

 

ପ୍ରଜ୍ୱଳିତ

-

ନିର୍ବାପିତ

 

ପୁରୋଭାଗ

-

ପଶ୍ଚାତଭାଗ

 

ପ୍ରଣୟ

-

ବିରୋଧ

 

ପୂର୍ବ

-

ପର

 

ପ୍ରଣୟୀ

-

ବିରୋଧୀ

 

ପୂର୍ବାହ୍ନ

-

ଅପରାହ୍ନ

 

ପ୍ରଣିଧାନ

-

ଅପ୍ରଣିଧାନ

 

ପୂର୍ବବର୍ତ୍ତୀ

-

ପରବର୍ତ୍ତୀ

 

ପ୍ରତିକୂଳ

-

ଅନୁକୂଳ

 

ପୂର୍ଣ୍ଣ

-

ଶୂନ୍ୟ

 

ପ୍ରତିହତ

-

ଅବ୍ୟାହତ

 

ପୂର୍ଣ୍ଣାଙ୍ଗ

-

ଅଙ୍ଗହୀନ

 

ପ୍ରତିବନ୍ଧକ

-

ପୃଷ୍ଠପୋଷକ

 

ପୂର୍ଣ୍ଣିମୀ

-

ଅମାବାସ୍ୟା

 

ପ୍ରତିଭ

-

ଅପ୍ରତିଭ

 

ପୂରଣ

-

ନିଷ୍କାଶନ

 

ପ୍ରତିପନ୍ନ

-

ଅପ୍ରତିପନ୍ନ

 

ପୂରା

-

ଅଧା

 

ପ୍ରତୀତ

-

ଅପ୍ରତୀତ

 

ପେଟ

-

ପିଠ

 

ପ୍ରତ୍ୟକ୍ଷ

-

ପରୋକ୍ଷ

 

ପୋଷା

-

ବଣୁଆ

 

ପ୍ରତ୍ୟେକ୍ଷବାଦୀ

-

ପରୋକ୍ଷବାଦୀ

 

ପୌନେ

-

ସଉଆ

 

ପ୍ରଦତ୍ତ

-

ଆନୀତ

 

ପ୍ରକଟ

-

ଅପ୍ରକଟ

 

ପ୍ରଦାୟକ

-

ଅପହାରକ

 

ପ୍ରକାଶ୍ୟ

-

ଅପ୍ରକାଶ୍ୟ

 

ପ୍ରଦୋଷ

-

ଉଷା

 

ପ୍ରକୁପିତ

-

ପ୍ରଶମିତ, ଉପଶମିତ

 

ପ୍ରଫୁଲ୍ଲ

-

ବିଷର୍ଣ୍ଣ

 

ପ୍ରକୃତି

-

ବିକୃତି

 

ପ୍ରବଳ

-

ଦୁର୍ବଳ

 

ପ୍ରକୃତିସ୍ଥ

-

ଅପ୍ରକୃତିସ୍ଥ

 

ପ୍ରବର୍ତ୍ତିବା

-

ନିବର୍ତ୍ତିବା

 

ପ୍ରବର୍ତ୍ତିତ

-

ନିବର୍ତ୍ତିତ

 

ପ୍ରାକୃତ

-

ସଂକୃତ, ବିକୃତ

 

ପ୍ରବନ୍ଧ

-

କବିତା

 

ପ୍ରାକୃତିକ

-

କୃତ୍ରିମ

 

ପ୍ରବାସ

-

ନିବାସ

 

ପ୍ରାଚୀ

-

ପ୍ରତିଚୀ

 

ପ୍ରବିଷ୍ଟ

-

ନିଷ୍କ୍ରାନ୍ତ

 

ପ୍ରାଚୀନ

-

ଆଧୁନିକ

 

ପ୍ରବୃତ୍ତ

-

ନିଶ୍ଚେଷ୍ଟ

 

ପ୍ରାଚ୍ୟ

-

ପାଶ୍ଚାତ୍ୟ

 

ପ୍ରବୃତ୍ତି

-

ନିବୃତ୍ତି

 

ପ୍ରାଞ୍ଜଳ

-

ଜଟିଳ

 

ପ୍ରମତ୍ତ

-

ଅପ୍ରମତ୍ତ

 

ପ୍ରାଣରକ୍ଷା

-

ପ୍ରାଣହାନି

 

ପ୍ରମା

-

ଅପ୍ରମା

 

ପ୍ରାତଃ

-

ସାୟଂ

 

ପ୍ରମାଦ

-

ଅପ୍ରମାଦ

 

ପ୍ରାପ୍ୟ

-

ଦେୟ

 

ପ୍ରମୁଗ୍ଧ

-

ବିମର୍ଷ

 

ପ୍ରାପ୍ତ

-

ହୃତ

 

ପ୍ରଯୁକ୍ତ

-

ଅପ୍ରଯୁକ୍ତ

 

ପ୍ରାସଙ୍ଗିକ

-

ଅପ୍ରାସଙ୍ଗିକ

 

ପ୍ରୟୋଜନ

-

ନିଷ୍ପ୍ରୟୋଜନ

 

ପ୍ରାସାଦ

-

କୁଟୀର

 

ପ୍ରୟୋଜନୀୟ

-

ନିଷ୍ପ୍ରୟୋଜନୀୟ

 

ପ୍ରାହ୍ନ

-

ଅପରାହ୍ନ

 

ପ୍ରଶଂସା

-

ନିନ୍ଦା

 

ପ୍ରିୟ

-

ଅପ୍ରିୟ

 

ପ୍ରଶାନ୍ତ

-

ଉଦ୍ବେଳିତ

 

ପ୍ରିୟକାରୀ

-

ବୈରୀ

 

ପ୍ରଶ୍ୱାସ

-

ନିଃଶ୍ୱାସ

 

ପ୍ରିୟବାଦୀ

-

ଅପ୍ରିୟବାଦୀ

 

ପ୍ରଶ୍ନ

-

ଉତ୍ତର

 

ପ୍ରିୟଭାଷୀ

-

କଟୁଭାଷୀ

 

ପ୍ରସାଦ

-

ଗ୍ଳାନୀ

 

ପ୍ରୀତ

-

ଅପ୍ରୀତ

 

ପ୍ରସିଦ୍ଧ

-

ଅପ୍ରସିଦ୍ଧ

 

ପ୍ରୀତିକର

-

ଅପ୍ରୀତିକର

 

ପ୍ରସ୍ତୁତ

-

ଅପ୍ରସ୍ତୁତ

 

ପ୍ରସ୍ଫୁଟ

-

ଅପ୍ରସ୍ଫୁଟ

 

ଫକୀର

-

ଅମୀର

 

ଫଡ଼ା

-

ଗୋଟା

 

ଫଜର୍

-

ସାମ୍

 

ଫମ୍ପା

-

ନିଦା

 

ଫରଚା

-

ଅନ୍ଧାରିଆ

 

ଫଳବାନ

-

ନିଷ୍ଫଳ

 

ଫଳଭୋଜୀ

-

ମାଂସଭୋଜୀ

 

ଫାଳୁଆ

-

ଗୋଟା

 

ଫୁର୍ତ୍ତି

-

କାଉନ୍ଦା

 

ଫୁସଲେଇବା

-

ଧମକେଇବା

 

ଫେଟନ

-

ମୁଦ୍ରଣ

 

 

 

 

 

ବକ୍ତା

-

ଶ୍ରୋତା

 

ବଖରା

-

ଅଙ୍ଗିରା

 

ବଗଡ଼ା

-

ନିକ

 

ବଙ୍କା

-

ସିଧା

 

ବଙ୍କିମା

-

ସାରଲ୍ୟ

 

ବର୍ଜ୍ଜନୀୟ

-

ଗ୍ରହଣୀୟ

 

ବଢୁଥାଏ

-

ଛିଡ଼ୁଥାଏ

 

ବଦ୍ଧ

-

ମୁକ୍ତ

 

ବଧ୍ୟ

-

ଅବଧ୍ୟ

 

ବନ୍ଧୁର

-

ମସୃଣ

 

ବନ୍ଧୁତା

-

ବୈର

 

ବନ୍ଧ୍ୟା

-

ପୁତ୍ରବତୀ

 

ବଳକା

-

ନିଅଣ୍ଟ

 

ବଳବାନ୍

-

ବଳହୀନ

 

ବଳୀ

-

ଦୁର୍ବଳ

 

ବଶୀଭୂତ

-

ଉତଶୃଙ୍ଖଳ

 

ବର୍ଷଣ

-

ଶୋଷଣ

 

ବସିବା

-

ଉଠିବା

 

ବହିଷ୍କୃତ

-

ଆନୀତ

 

ବହୁକାଳ

-

ଅଳ୍ପକାଳ

 

ବାଁ

-

ଡ଼ାହାଣ

 

ବାଗୀଶ

-

ବାଳିଶ

 

ବାଙ୍ଗର

-

ଡ଼େଙ୍ଗା

 

ବାଚାଳ

-

ମୂକ

 

ବଡ଼ବାଗ୍ନି

-

ଦାବାଗ୍ନି

 

ବାଡ଼ୁଅ

-

ବିବାହିତ

 

ବାଦୀ

-

ପ୍ରତିବାଦୀ

 

ବାଧ୍ୟ

-

ଅବାଧ୍ୟ

 

ବାନ୍ଧିବା

-

ଫିଟାଇବା

 

ବିନୀତ

-

ଉଦ୍ଧତ, ଗର୍ବିତ

 

ବାମ

-

ଦକ୍ଷିଣ

 

ବିପକ୍ଷ

-

ସପକ୍ଷ

 

ବାଲିଆରା

-

ମଟାଳ

 

ବିପଦ

-

ସମ୍ପଦ

 

ବାଲ୍ୟାବସ୍ଥା

-

ପୂର୍ବାବସ୍ଥା

 

ବିଫଳ

-

ସଫଳ

 

ବାର୍ଷିବ

-

ଦୈନିକ

 

ବିବାଦ

-

ମିଳନ

 

ବାହୁଲ୍ୟ

-

ସଂକ୍ଷେପ

 

ବିବେକୀ

-

ଅବିବେକୀ

 

ବାହ୍ୟ

-

ଅଭ୍ୟନ୍ତର

 

ବିଭୋଳ

-

ବିରସ

 

ବାହ୍ୟିକ

-

ଆଭ୍ୟନ୍ତରିକ

 

ବିମଳ

-

ମିଳନ

 

ବିଆଳି

-

ଶାରଦ

 

ବିରଳ

-

ବହୁଳ

 

ବିକଶିତ

-

ମୁଦ୍ରିତ

 

ବିରାଟ

-

କ୍ଷୁଦ୍ର

 

ବିକ୍ଷିପ୍ତ

-

ସମବେତ, ଏକତ୍ରିତ

 

ବିରୁଦ୍ଧ

-

ସପକ୍ଷ

 

ବିଜ୍ଞ

-

ଅଜ୍ଞ

 

ବିଲୁପ୍ତ

-

ଆବିର୍ଭୁତ

 

ବିଘ୍ନ

-

ନିର୍ବିଘ୍ନ

 

ବିଲୀନ

-

ଉଦ୍ଦୀପିତ

 

ବିଚଳିତ

-

ଅବିଚଳିତ

 

ବିଶୁଦ୍ଧ

-

ମିଶ୍ରିତ

 

ବିଜନ

-

ସଦନ

 

ବିଶେଷ

-

ସାମାନ୍ୟ

 

ବିତାଡ଼ନ

-

ଆମନ୍ତ୍ରଣ

 

ବିଶ୍ୱାସୀ

-

ଅବିଶ୍ୱାସୀ

 

ବିତୃଷ୍ଣା

-

ସତୃଷ୍ଣା

 

ବିଷର୍ଣ୍ଣ

-

ପ୍ରସନ୍ନ

 

ବିଦିତ

-

ଅବିଦିତ

 

ବିସ୍ତୃତ

-

ସଙ୍କୁଚିତ

 

ବିଦେଶ

-

ସ୍ୱେଦେଶ

 

ବୀର

-

ଭୀରୁ

 

ବିଧେୟ

-

ଅବିଧେୟ

 

ବୁଝ

-

ଅବୁଝ

 

ବିନାଶକ

-

ବିଧାୟକ

 

ବୁଡ଼ିବା

-

ଭାସିବା

 

ବୃଦ୍ଧ

-

ବାଳକ

 

ବୃଷ୍ଟି

-

ଅନାବୃଷ୍ଟି

 

ବେଦଖଲ

-

ଦଖଲ

 

ବୈରଭାବ

-

ସଖ୍ୟଭାବ

 

ବୈଦ୍ୟ

-

ରୋଗୀ, ମଳୁ

 

ବ୍ୟର୍ଥ

-

ସାର୍ଥ

 

ବ୍ୟବକଳନ

-

ସଂକଳନ

 

ବ୍ୟବଧାନ

-

ସନ୍ନିଧାନ

 

ବ୍ୟାଦାନ

-

ମୁଦ୍ରଣ

 

ବ୍ରାହ୍ମଣ

-

ଚଣ୍ଡାଳ

 

ବ୍ୟୂହ

-

ଅନୁହ

 

ବ୍ରହ୍ମଚର୍ଯ୍ୟ

-

ଗ୍ରାହସ୍ଥ୍ୟ

 

ଭକ୍ତ

-

ପାଷାଣ୍ଡ

 

ଭଗ୍ନ

-

ରଜୁ

 

ଭକ୍ଷକ

-

ରକ୍ଷକ

 

ଭଙ୍ଗୁର

-

ଅବିନାଶୀ

 

ଭକ୍ଷଣ

-

ବମନ

 

ଭଦ୍ର

-

ଅଭଦ୍ର

 

ଭକ୍ଷ

-

ଅଭକ୍ଷ

 

ଭଣଭଣ

-

ମହମହ

 

ଭକ୍ଷଣୀୟ

-

ଅଭକ୍ଷଣୀୟ

 

ଭବଦୀୟ

-

ମଦୀୟ

 

ଭୟ

-

ନିର୍ଭୟ

 

ଭଲ

-

ମନ୍ଦ

 

ଭାଙ୍ଗିବା

-

ଗଢ଼ିବା

 

ଭାଜ୍ୟ

-

ଭାଜକ

 

ଭାତଖିଆ

-

ଉପାସିଆ

 

ଭାନୁ

-

ଇନ୍ଦୁ

 

ଭାବ

-

ଅଭାବ

 

ଭାବନୀୟ

-

ଅଭାବନୀୟ

 

ଭାବିତ

-

ନିଶ୍ଚିନ୍ତ

 

ଭାରି

-

ହାଲୁକା

 

ଭାସମାନ

-

ମଗ୍ନ

 

ଭିନ୍ନ

-

ଅଭିନ୍ନ

 

ଭିନ୍ନମତାବଲମ୍ବୀ

-

ଏକମତାବଲମ୍ବୀ

 

ଭୀତ

-

ଅଭୀତ

 

ଭୀତ

-

ନିର୍ଭିକ

 

ଭୀତି

-

ଅଭୀତି

 

ଭୀମ

-

କାନ୍ତ

 

ଭୀରୁ

-

ନିର୍ଭୀକ

 

ଭୁକ୍ତ

-

ଅଭୁକ୍ତ

 

ଭୁନି

-

ଶାଢୀ

 

ଭୂଚର

-

ଜଳଚର

 

ଭୂତ

-

ଭବିଷ୍ୟତ

 

ଭୂତପୂର୍ବ

-

ଅଭୂତପୂର୍ବ

 

ଭୂରି-

-

ଅଳ୍ପ

 

ଭୂଲୋକ

-

ଦ୍ୟୁଲୋକ

 

ଭୃଗୁ

-

ସାନୁ

 

ଭୃତ୍ୟ

-

ପ୍ରଭୁ

 

ଭେଦ

-

ଅଭେଦ

 

ଭେଦ୍ୟ

-

ଅଭେଦ୍ୟ

 

ଭେଁ ଭେଁ

-

କୁରୁକୁରୁ

 

ଭୈରବ

-

ମନୋରମ

 

ଭୋଗ

-

ଅଭୋଗ

 

ଭୋଜନ

-

ଉପବାସ

 

ଭୋଳା

-

ଖାଣ୍ଟି

 

ଭ୍ରାନ୍ତ

-

ଅଭ୍ରାନ୍ତ

 

ଭ୍ରାନ୍ତି

-

ଅଭ୍ରାନ୍ତି

 

ମଙ୍ଗଳ

-

ଅମଙ୍ଗଳ

 

ମଞ୍ଜ

-

ପଳଖା

 

ମଠୁଆ

-

ଚଞ୍ଚଳିଆ

 

ମର୍ତ୍ତ୍ୟ

-

ସ୍ୱର୍ଗ

 

ମନ୍ଦହାସ

-

ଅଟ୍ଟହାସ

 

ମଧୁର

-

ତିକ୍ତ

 

ମଧ୍ୟାହ୍ନ

-

ନିଶୀଥ

 

ମନଯୋଗୀ

-

ଅମନଯୋଗୀ

 

ମନଯୋଗ

-

ଅଭିନୀବେଶ

 

ମଫସଲ

-

ସହରୀ

 

ମର୍ଯ୍ୟାଦା

-

ଘୃଣ୍ୟ

 

ମର

-

ଅମର

 

ମରୁଭୂମି

-

ଉର୍ବରଭୂମି

 

ମରୁଡ଼ିଆ

-

ଧୋଇଆ

 

ମଳିନ

-

ନିର୍ମଳ

 

ମଲା

-

ଜୀଅନ୍ତା

 

ମସୃଣ

-

କର୍କଶ

 

ମହକିବା

-

ଗନ୍ଧାଇବା

 

ମହତ

-

ସାମାନ୍ୟ

 

ମହରଗ

-

ଶସ୍ତା

 

ମହାତ୍ମା

-

ଦୁରାତ୍ମା

 

ମିତ୍ର

-

ଶତ୍ରୁ

 

ମହାସାଗର

-

ମହାଦେଶ

 

ମିତବ୍ୟୟ

-

ଅମିତବ୍ୟୟୀ

 

ମହୋଚ୍ଚ

-

ଅନୁଚ୍ଚ

 

ମିଶ୍ର

-

ଅମିଶ୍ର

 

ମାଇଚିଆ

-

ଅଣ୍ଡିରାଚଣ୍ଡୀ

 

ମିଶ୍ରିତ

-

ମୌଳିକ

 

ମାଈ

-

ଅଣ୍ଡିରା

 

ମିଷ୍ଠ

-

ତିକ୍ତ

 

ମାଉଁସିଆ

-

ହାଡ଼ୁଆ

 

ମିଷ୍ଟାନ

-

ତିକ୍ତାନ୍ନ

 

ମାଗଣା

-

ପଇସାଦିଆ

 

ମୁକରର

-

ବରଖାସ୍ତ

 

ମାଗିବା

-

ଯାଚିବା

 

ମୁକ୍ତି

-

ବନ୍ଧନ

 

ମାର୍ଜନୀୟ

-

ଅମାର୍ଜନୀୟ

 

ମୁଖ୍ୟ

-

ଅମୁଖ୍ୟ

 

ମାଦୃଶ

-

ଭବାଦୃଶ

 

ମୁଦେଇ

-

ମୁଦାଲା

 

ମାନୁଷିକ

-

ପୈଶାଚିକ

 

ମୁସ୍ତରି

-

ବାୟା

 

ମାନ୍ୟ

-

ଅମାନ୍ୟ

 

ମୂର୍ଖ

-

ପଣ୍ଡିତ

 

ମାପ

-

ଅମାପ

 

ମୂର୍ଚ୍ଛା

-

ସଂଜ୍ଞା

 

ମାୟାବୀ

-

ଅମାୟିକ

 

ମୂତ୍ର

-

ମଳ

 

ମାରଣା

-

ଶାନ୍ତ

 

ମୂର୍ତ୍ତିମାନ

-

ଅଶରୀରୀ

 

ମାରାତ୍ମକ

-

ପରିପୋଷକ

 

ମୂଲିଆ

-

ବେଠଆ

 

ମାରିବା

-

ଗେଲେଇବା

 

ମୂଲିଆ

-

ସାଆନ୍ତ

 

ମାସାନ୍ତ

-

ସଂକ୍ରାନ୍ତି

 

ମୂଲ୍ୟବାନ

-

ଅମୂଲ୍ୟ

 

ମାହାତ୍ମ୍ୟ

-

ଦୌରାତ୍ମ୍ୟ

 

ମୂଳ

-

ଅଗ୍ର

 

ମାହୁନ୍ତ

-

ରାଉତ

 

ମୃଦୁ

-

ବେଗବାନ୍

 

ମୈତ୍ରୀ

-

ଦାଉଦାଉ

 

ମେଧ

-

ଅମେଧ

 

ମିଞ୍ଜିମିଞ୍ଜି

-

ବୈର

 

ମୋଘ

-

ଅମୋଘ

 

ମୌନୀ

-

ବହୁଭାଷୀ

 

ମୌଳିକ

-

ଯୌଗିକ

 

ମ୍ରିୟମାଣ

-

ଉଲ୍ଲସିତ

 

ମ୍ଳାନ

-

ଅମ୍ଳାନ

 

ଯାନ

-

ବାହନ

 

ଯିବା

-

ଆସିବା

 

ଯୁକ୍ତି

-

ଅଯୁକ୍ତି

 

ଯୁଦ୍ଧ

-

ସନ୍ଧି

 

ଯୋକ୍ତିକ

-

ଅଯୋକ୍ତିକ

 

ଯୋଗ

-

ବିୟୋଗ

 

ଯୋଗ

-

ଲୟ

 

ଯୋଗ୍ୟ

-

ଅଯୋଗ୍ୟ

 

ଯଜମାନ

-

ପୁରୋହିତ

 

ଯୁତ୍କିଞ୍ଛିତ

-

ଯଥେଷ୍ଟ

 

ଯତ୍ନ

-

ଅବହେଳା

 

ଯତ୍ନକୃତ

-

ଅଯତ୍ନକୃତ

 

ଯତ୍ନବାନ୍

-

ଅଯତ୍ନବାନ୍

 

ଯଥାର୍ଥ

-

ଅଯାଥାର୍ଥ

 

ଯଥାଭୁତ

-

ଅଯଥାଭୁତ

 

ଯଥେଚ୍ଛାଚାରୀ

-

ନିୟମବନ୍ତ

 

ଯଥେଷ୍ଟ

-

ଅଳ୍ପ

 

ଯଶ

-

ଅପଯଶ

 

ଯାଚିତ

-

ଅଯାଚିତ

 

ଯାତ

-

ଆୟାତ

 

ରକ୍ଷଣୀୟ

-

ଅରକ୍ଷଣୀୟ

 

ରକ୍ଷିତ

-

ଅରକ୍ଷିତ

 

ରଥୀ

-

ପଦାତିକ

 

ରମଣୀୟ

-

କୁତ୍ସିତ

 

ରସିକ

-

ଅରସିକ

 

ରାକା

-

ଅମା

 

ରାଜା

-

ପ୍ରଜା

 

ରାଜଭକ୍ତି

-

ରାଜଦ୍ରୋହୀ

 

ରାଣୀ

-

ଦାସୀ

 

ରାଣ୍ଡ

-

ଅହ୍ୟ

 

ରୁକ୍ଷ

-

ସ୍ନିଗ୍ଧ

 

ରୁଗ୍ଣ

-

ସୁସ୍ଥ

 

ରୁଚିକର

-

ଅରୁଚିକର

 

ରୁଜୁ

-

ସରଳ

 

ରୁଚି

-

ଅରୁଚି

 

ରୁଦ୍ଧ

-

ମୁକ୍ତ

 

ରୁଷ୍ଟ

-

ତୁଷ୍ଟ

 

ରୂପବତୀ

-

କୁତ୍ସିତା

 

ରୁପବାନ

-

କଦାକାର

 

ରୂପସୀ

-

ରୂପହୀନା

 

ରୋଗୀ

-

ନିରୋଗ, ସୁସ୍ଥ

 

ରୋଚକ

-

ଅରୋଚକ

 

ରୋପଣ

-

ଉତ୍ପାଟନ

 

ରୋଷ

-

ତୋଷ

 

ଲକ୍ଷିତ

-

ଅଲକ୍ଷିତ

 

ଲକ୍ଷ୍ୟ

-

ଅଲକ୍ଷ୍ୟ

 

ଲକ୍ଷ୍ୟଭେଦୀ

-

ଲକ୍ଷ୍ୟଭ୍ରଷ୍ଟ

 

ଲଗ୍ନ

-

ଅଲଗ୍ନ

 

ଲଘୁ

-

ଗୁରୁ

 

ଲଙ୍ଘନ

-

ପାଳନ

 

ଲଙ୍ଘନୀୟ

-

ଅଲଙ୍ଘନୀୟ

 

ଲଜ୍ଜିତ

-

ବେହିୟା

 

ଲଡ଼ବଡ଼ିଆ

-

ଚତୁର

 

ଲବଣାକ୍ତ

-

ଲବଣରହିତ

 

ଲଭ୍ୟ

-

ଦୁଷ୍ପ୍ରାପ୍ୟ

 

ଲାଞ୍ଚ

-

ବକସିସ୍

 

ଲାଳନା

-

ତାଡ଼ନା

 

ଲିଖନ

-

ପଠନ

 

ଲିପ୍ତ

-

ନିର୍ଲିପ୍ତ

 

ଲୁକାୟିତ

-

ପ୍ରକାଶିତ

 

ଲୁଚାଇବା

-

ପ୍ରକାଶକରିବା

 

ଲୁଣିଆ

-

ଅଲଣା

 

ଲୁଣ୍ଠିତ

-

ରକ୍ଷିତ

 

ଲୋକସାମାନ୍ୟ

-

ଅଲୋକ ସାମାନ୍ୟ

 

ଲୋଡ଼ା

-

ଅଲୋଡ଼ା

 

ଲୋପ

-

ପ୍ରକାଶ

 

ଲୋକ

-

ମୃଦୁଳ

 

ଲୋଲୁପ

-

ନିର୍ଲୋଭ

 

ଲୋମଶ

-

ଲୋମହୀନ

 

ଲୋହିତ

-

କୃଷ୍ଣ

 

ଲୌକିକ

-

ଅଲୌକିକ

 

 

 

 

 

ବଢ଼ିଆ

-

ଗରିବାନା

 

ବିତାନ

-

ବିଛଣା

 

ବର୍ଦ୍ଧିତ

-

କ୍ଷୟପ୍ରାପ୍ତ

 

ବିଦିତ

-

ଅବିଦିତ

 

ବାଚ୍ୟ

-

ଅବାଚ୍ୟ

 

ବିଦ୍ୟମାନ

-

ଅବିଦ୍ୟମାନ

 

ବାଧ

-

ଅବାଧ

 

ବିଦ୍ୟା

-

ଅବିଦ୍ୟା

 

ବାସିନ୍ଦା

-

ପ୍ରବାସୀ

 

ବିଧି

-

ନିଷେଧ

 

ବିକିବା

-

କିଣିବା

 

ବିଧେୟ

-

ଅବିଧେୟ

 

ବିକ୍ରୀତ

-

କ୍ରୀତ

 

ବିନୟ

-

ଔଦ୍ଧତ୍ୱ

 

ବିକୃତ

-

ଅବିକୃତ

 

ବିନଶ୍ୱର

-

ଅବନିଶ୍ୱର

 

ବିଗାଡ଼ିବା

-

ସଜାଡ଼ିବା

 

ବିନାଶ

-

ପ୍ରକାଶ

 

ବିଗିଡ଼ିବା

-

ସୁଜୁଡ଼ିବା

 

ବିନାଶୀ

-

ଅବିନାଶୀ

 

ବିଜ୍ଞ

-

ଅଜ୍ଞ

 

ବିନୀତ

-

ଉଦ୍ଧତ

 

ବିଜ୍ଞେୟ

-

ଅବିଜ୍ଞେୟ

 

ବିନୋଦିନୀ

-

ବିଷାଦିନୀ

 

ବିଘ୍ନ

-

ଅବିଘ୍ନ

 

ବିବାହିତା

-

ଅବିବାହିତା

 

ବିଚଳିତ

-

ଅବିଚଳିତ

 

ବିବେକୀ

-

ଅବିବେକୀ

 

ବିଚାର

-

ଅବିଚାର

 

ବିବେଚକ

-

ଅବିବେଚକ

 

ବିଚ୍ଛିନ୍ନ

-

ଅବିଚ୍ଛନ୍ନ

 

ବିଭିନ୍ନ

-

ଏକ

 

ବିଚ୍ଛେଦ

-

ମିଳନ

 

ବିମୃଷ୍ୟ

-

ଅବିମୃଷ୍ୟ

 

ବିଜାତୀୟ

-

ସ୍ୱଜାତୀୟ

 

ବିରହ

-

ମିଳନ

 

ବିଜୟ

-

ପରାଜୟ

 

ବିରତ

-

ଅବିରତ

 

ବିଟାଳିଆ

-

ଜାତିଆ

 

ବିରଳ

-

ଅବିରଳ

 

ବିରାମ

-

ଅବିରାମ

 

ବ୍ୟବସ୍ଥା

-

ଅବ୍ୟବସ୍ଥା

 

ବିଳମ୍ବ

-

ଶୀଘ୍ର

 

ବ୍ୟବଧାନ

-

ସନ୍ନିଧାନ

 

ବିଶୁଦ୍ଧ

-

ଅଶୁଦ୍ଧ

 

ବ୍ୟାଜ

-

ଅବ୍ୟାଜ

 

ବିଶ୍ରାମ

-

ଅବିଶ୍ରାମ

 

ବ୍ୟାପାର

-

ଅବ୍ୟାପାର

 

ବିଷ

-

ଅମୃତ

 

ବିଷମ

-

ସମ

 

ବିହିତ

-

ଅବିହିତ

 

ବୁଢା

-

ଟୋକା

 

ବୁଢାଳିଆ

-

ଟୋକାଳିଆ

 

ବେଗବାନ୍

-

ଧୀରଗତି

 

ବେଠି

-

ମୂଲ

 

ବେପାରୀ

-

ଖାଉକି

 

ବେନାମୀ

-

ସ୍ୱନାମୀ

 

ବୈଧ

-

ଅବୈଧ

 

ବୋଧ

-

ଅବୋଧ

 

ବ୍ୟକ୍ତ

-

ଅବ୍ୟକ୍ତ

 

ବ୍ୟର୍ଥ

-

ଅବ୍ୟର୍ଥ

 

ବ୍ୟବସ୍ଥିତ

-

ଅବ୍ୟବସ୍ଥିତ

 

ବ୍ୟବହାର୍ଯ୍ୟ

-

ଅବ୍ୟବହାର୍ଯ୍ୟ

 

ବ୍ୟୟ

-

ସଞ୍ଚୟ

 

ବ୍ୟୟିତ

-

ଗଚ୍ଛିତ

 

 

 

 

 

ଶକ୍ତ

-

ଅଶକ୍ତ

 

ଶଙ୍କା

-

ନିଶ୍ଚିନ୍ତ

 

ଶଠ

-

ଧୂର୍ତ୍ତ

 

ଶତ୍ରୁ

-

ମିତ୍ର

 

ଶରୀରୀ

-

ଅଶରୀରୀ

 

ଶଳା

-

ଭିଣୋଇ

 

ଶାନ୍ତ

-

ଦୃଷ୍ଟ

 

ଶାନ୍ତି

-

ଅଶାନ୍ତି

 

ଶାଶୁ

-

ବୋହୂ

 

ଶାଶ୍ୱତ

-

କ୍ଷଣିକ

 

ଶାସିତ

-

ଦୁର୍ବୃତ୍ତ

 

ଶାସ୍ତ୍ର

-

ଅଶାସ୍ତ୍ର

 

ଶିଆଣିଆ

-

ଓଲୁ

 

ଶିବ

-

ଅଶିବ

 

ଶିକ୍ଷକ

-

ଛାତ୍ର

 

ଶିକ୍ଷୟତ୍ରୀ

-

ଛାତ୍ରୀ

 

ଶିକ୍ଷିତ

-

ଅଶିକ୍ଷିତ

 

ଶ୍ରମ

-

ବିଶ୍ରାମ

 

ଶିଷ୍ଟ

-

ଅଶିଷ୍ଟ

 

ଶ୍ରାବ୍ୟ

-

ଅଶ୍ରାବ୍ୟ

 

ଶିଷ୍ଟାଚରଣ

-

ଅଶିଷ୍ଟାଚରଣ

 

ଶ୍ରୀଯୁକ୍ତ

-

ହତଶ୍ରୀ

 

ଶୀଘ୍ର

-

ବିଳମ୍ବ

 

ଶ୍ରୁତ

-

ଅଶ୍ରୁତ

 

ଶୀତ

-

ଗ୍ରୀଷ୍ମ

 

ଶ୍ରୁତପୂର୍ବ

-

ଅଶ୍ରୁତପୂର୍ବ

 

ଶୀତଳ

-

ଉଷ୍ଣ

 

ଶ୍ରୁତିକଟୁ

-

ଶ୍ରୁତିମଧୁର

 

ଶୁଖିଲା

-

ଓଦା

 

ଶ୍ରୋତବ୍ୟ

-

ଅଶ୍ରୋତବ୍ୟ

 

ଶୁଚି

-

ଅଶୁଚି

 

ଶ୍ଳାଘନୀୟ

-

ନିନ୍ଦନୀୟ

 

ଶୁଣିବା

-

କହିବା

 

ଶ୍ଳୀଳ

-

ନିନ୍ଦ୍ୟ

 

ଶୁଦ୍ଧି

-

ଅଶୁଦ୍ଧି

 

ଶ୍ଳୀଳ

-

ଅଶ୍ଳୀଳ

 

ଶୁଭ

-

ଅଶୁଭ

 

ଶ୍ୱେତ

-

କୃଷ୍ଣ

 

ଶୁଭକ୍ଷଣ

-

ଅଶୁଭକ୍ଷଣ

 

ଶ୍ୱେତାଙ୍ଗ

-

କୃଷ୍ଣାଙ୍ଗ

 

ଶୁଷ୍କ

-

ଆର୍ଦ୍ର

 

ଶୂନ୍ୟ

-

ପୂର୍ଣ୍ଣ

 

ଶେଷ

-

ଆଦ୍ୟ

 

ଶୋଚ୍ୟ

-

ଅଶୋଚ୍ୟ

 

ଶୋଭନ

-

ଅଶୋଭନ

 

ଶୈଶବ

-

ବାର୍ଦ୍ଧକ୍ୟ

 

ଶୌଚ

-

ଅଶୌଚ

 

ଶ୍ରଦ୍ଧା

-

ଅଶ୍ରଦ୍ଧା

 

ଶ୍ରଦ୍ଧେୟ

-

ହେୟ

 

 

 

 

 

ସଂକୀର୍ଣ୍ଣ

-

ପ୍ରଶସ୍ତ

 

ସଙ୍କୁଚିତ

-

ପ୍ରସାରିତ

 

ସଙ୍କୋଚ

-

ବିସ୍ତାର

 

ସଙ୍ଗତ

-

ଅସଙ୍ଗତ

 

ସକର୍ମକ

-

ଅକର୍ମକ

 

ସଚଳ

-

ଅଚଳ

 

ସକାଳ

-

ସନ୍ଧ୍ୟା

 

ସଚ୍ଚରିତ୍ର

-

ଦୁଶ୍ଚରିତ୍ର

 

ସନ୍ନ୍ୟାସ

-

ଗୃହସ୍ଥାଧର୍ମ

 

 

-

 

 

ସଜ

-

ବାସି

 

ସବଳ

-

ଦୁର୍ବଳ

 

ସଜ୍ଜନ

-

ଦୁର୍ଜନ

 

ସବ୍ୟ

-

ଅପସବ୍ୟ

 

ସଜଳ

-

ନିର୍ଜଳ

 

ସ୍ଥବିର

-

ଶିଶୁ

 

ସଜୀବ

-

ନିର୍ଜୀବ

 

ସ୍ଥାବର

-

ଜଙ୍ଗମ

 

ସତ୍

-

ଅସତ୍

 

ସ୍ଥିର

-

ଅସ୍ଥିର

 

ସତୀ

-

କୁଳଟା

 

ସଞ୍ଚୟଶୀଳ

-

ବ୍ୟୟଶୀଳ

 

ସତ୍ୟ

-

ମିଥ୍ୟା

 

ସଞ୍ଚିତ

-

ବ୍ୟୟିତ

 

ସତ୍ୟବାଦୀ

-

ମିଥ୍ୟାବାଦୀ

 

ସନ୍ତୁଷ୍ଟ

-

ବିରକ୍ତ

 

ସହ

-

ତମ

 

ସ୍ପଷ୍ଟ

-

ଅସ୍ପଷ୍ଟ

 

ସତେଜ

-

ନିସ୍ତେଜ

 

ସଭ୍ୟ

-

ଅସଭ୍ୟ

 

ସଦଗତି

-

ଦୁର୍ଗତି

 

ସମ

-

ବିଷମ

 

ସଦବ୍ୟୟ

-

ଅପବ୍ୟୟ

 

ସମ୍ପତ୍ତି

-

ବିପତ୍ତି

 

ସଦବ୍ୟବହାର

-

ଅପବ୍ୟବହାର

 

ସମ୍ପଦ

-

ବିପଦ

 

ସଦର

-

ମୋଫସଲ

 

ସମ୍ପର୍କୀୟ

-

ଅସମ୍ପର୍କୀୟ

 

ସଦୃଶ

-

ବିସଦୃଶ

 

ସମସ୍ୟା

-

ମୀମାଂସା

 

ସଦାଚାର

-

ଦୁରାଚାର

 

ସମ୍ଭବ

-

ଅସମ୍ଭବ

 

ସଧବା

-

ବିଧବା

 

ସମାନ

-

ଅସମାନ

 

ସନ୍ଦିପନ

-

ନିର୍ବାପନ

 

ସମାଦର

-

ହତାଦାର

 

ସନ୍ଧି

-

ବିଗ୍ରହ

 

ସମାନୀର୍ତ୍ତ

-

ବିରଳ

 

ସନ୍ଦିହୀନ

-

ନିଃସନ୍ଦେହ

 

ସମୀପବର୍ତ୍ତୀ

-

ଦୂରବର୍ତ୍ତୀ

 

ସମ୍ପୂର୍ଣ୍ଣ

-

ଅସମୂର୍ଣ୍ଣ

 

ସ୍ଥିର

-

ଚଞ୍ଚଳ

 

ସମ୍ମୁଖ

-

ପରାଙ୍ମୁଖ

 

ସାଆନ୍ତାଣୀ

-

ପୋଇଲୀ

 

ସମୁଦାୟ

-

କିୟଦଂଶ

 

ସାକାର

-

ନିରାକାର

 

ସମ୍ମାନ

-

ଅପମାନ

 

ସାଗର

-

ଦେଶ

 

ସମ୍ମୁଖୀନ

-

ପୃଷ୍ଠଭଙ୍ଗ

 

ସାତ୍ତ୍ୱିକ

-

ତାମସିକ

 

ସମ୍ୟକ

-

ଆଂଶିକ

 

ସାଧ୍ୱୀ

-

କୁଳଟା

 

ସରଳ

-

ବକ୍ର

 

ସାନ୍ଦ୍ର

-

ବିରଳ

 

ସରସା

-

ନୀରସା

 

ସାବଧାନ

-

ଅସାବଧାନ

 

ସଲଜ

-

ନିର୍ଲ୍ଲଜ

 

ସାର୍ବଜନୀନ

-

ବ୍ୟକ୍ତିଗତ

 

ସର୍ବାଦୌ

-

ସର୍ବାନ୍ତେ

 

ସାମଞ୍ଜସ୍ୟ

-

ଅସାମଞ୍ଜସ୍ୟ

 

ସଶଙ୍କ

-

ନିଃଶଙ୍କ

 

ସାମ୍ୟ

-

ବୈଷମ୍ୟ

 

ସନ୍ତାନ

-

ନିଃସନ୍ତାନ

 

ସାମାନ୍ୟ

-

ବିଶେଷ

 

ସଶସ୍ତ୍ର

-

ଶସ୍ତ୍ରହୀନ

 

ସାର୍ଥକ

-

ନିରର୍ଥକ

 

ସସ୍ମିତ

-

ବିସ୍ମିତ

 

ସାହାୟ

-

ପ୍ରତ୍ୟୁଷ

 

ସହ୍ୟ

-

ଅସହ୍ୟ

 

ସାହସିକ

-

ଦୁଃସାହସିକ

 

ସହଯୋଗ

-

ଅସହଯୋଗ

 

ସିଦ୍ଧି

-

ଅସିଦ୍ଧି

 

ସହଯୋଗୀ

-

ଅସହଯୋଗୀ

 

ସଂଯୋଗ

-

ବିଯୋଗ

 

ସହାୟ

-

ଅସହାୟ

 

ସଂଶୟ

-

ନିଶ୍ଚିତ

 

ସହୋଦର

-

ବୈମାତ୍ରେୟ

 

ସଂସୃଷ୍ଟ

-

ବିସୃଷ୍ଟ

 

ସ୍ଥଳିତ

-

ସଂଜାତ

 

ସଂକ୍ଷେପ

-

ବିସ୍ତାରଣ

 

ସ୍ଥାୟୀ

-

ଅସ୍ଥାୟୀ

 

ସଂକ୍ଷେପଣ

-

ସଂପ୍ରସାରଣ

 

ସୁଖ

-

ଦୁଃଖ

 

ସୁଶୃଙ୍ଖଳା

-

ବିଶୃଙ୍ଖଳା

 

ସୁଖିନୀ

-

ଦୁଃଖିନୀ

 

ସୁସଭ୍ୟ

-

ଅସଭ୍ୟ

 

ସୁଗମ

-

ଦୁର୍ଗମ

 

ସୁସ୍ଥ

-

ପୀଡ଼ିତ

 

ସୁଜନ

-

କୁଜନ

 

ସୂତାହ

-

ମୃତାହ

 

ସୁଦିନ

-

ଦୁର୍ଦ୍ଦିନ

 

ସୂକ୍ଷ୍ମ

-

ସ୍ଥୂଳ

 

ସୁକୃତି

-

ଦୁଷ୍କୃତି

 

ସେବ୍ୟ

-

ଅସେବ୍ୟ

 

ସୁଦୃଶ୍ୟ

-

ବିଭତ୍ସ

 

ସ୍ତ୍ରୈଣ

-

ବ୍ରହ୍ମଚାରୀ

 

ସୁନ୍ଦର

-

କୁତ୍ସିତ

 

ସୌଧ

-

କୁଟୀର

 

ସପଥ

-

କୁପଥ

 

ସୌମ୍ୟ

-

କୁତ୍ସିତ

 

ସୁପଥ୍ୟ

-

କୁପଥ୍ୟ

 

ସୌଷ୍ଠବ

-

କଦାକାର

 

ସୁପ୍ତ

-

ଜାଗ୍ରତ

 

ସୌହାର୍ଦ୍ଦ୍ୟ

-

ଶତ୍ରୁତା

 

ସୁପ୍ରସିଦ୍ଧ

-

ଅପ୍ରସିଦ୍ଧ

 

ସ୍ୱର୍ଗ

-

ମର୍ତ୍ତ

 

ସୁବିଧା

-

ଅସୁବିଧା

 

ସ୍ୱଚ୍ଛ

-

ଆବିଳ

 

ସୁବୋଧ

-

ଦୁର୍ବୋଧ

 

ସ୍ୱଜାତୀୟ

-

ବିଜାତୀୟ

 

ସୁମତି

-

ଦୁର୍ମତି

 

ସ୍ୱତଃ

-

ବଳପୂର୍ବକ

 

ସୁମେରୁ

-

କୁମେରୁ

 

ସ୍ୱଧର୍ମ

-

ପରଧର୍ମ

 

ସୁର

-

ଅସୁର

 

ସ୍ୱର୍ଣ୍ଣମୟ

-

ମୃଣ୍ମୟ

 

ସୁରୂପା

-

କୁରୂପା

 

ସ୍ୱପ୍ନ

-

ଜାଗରଣ

 

ସୁଲଭ

-

ଦୁର୍ଲ୍ଲଭ

 

ସ୍ୱାତନ୍ତ୍ର୍ୟ

-

ପାରତନ୍ତ୍ର୍ୟ

 

ସୁଶ୍ରାବ୍ୟ

-

ଦୁଃଶ୍ରବ

 

ସ୍ୱାଦୁ

-

ତିକ୍ତ

 

ସୁଶ୍ରୀ

-

ବିଶ୍ରୀ

 

ସ୍ୱାର୍ଥପର

-

ନିଃସ୍ୱାର୍ଥପର

 

ସ୍ୱାଧୀନ

-

ପରାଧୀନ

 

ସ୍ୱାୟତ୍ତ

-

ପରାୟତ୍ତ

 

ସ୍ୱାସ୍ଥ୍ୟ

-

ଅସ୍ୱାସ୍ଥ୍ୟ

 

ସ୍ୱୀକାର

-

ଅସ୍ୱୀକାର

 

ସ୍ପୃଶ୍ୟ

-

ଅସ୍ପୃଶ୍ୟ

 

ସୃଜନ

-

ସଂହାର

 

ସୃଷ୍ଟ

-

ବିନଷ୍ଟ

 

ସ୍ମରଣ

-

ବିସ୍ମରଣ

 

ସ୍ମିତ

-

ଉଦ୍ଦାମ

 

ସ୍ମୃତ

-

ବିସ୍ମୃତ

 

ହଜାଇବା

-

ପାଇବା

 

ହାର୍ଯ୍ୟ

-

ଅହାର୍ଯ୍ୟ

 

ହଟିବା

-

ଜିତିବା

 

ହିତ

-

ଅହିତ

 

ହଡ଼ା

-

ଦାମୁଡ଼ି

 

ହିତୈଷୀ

-

ବିଦ୍ରୋହୀ

 

ହତ

-

ଜୀବିତ

 

ହିଂସ୍ରକ

-

ନିରୀହ

 

ହତଭାଗ୍ୟ

-

ଭାଗ୍ୟବାନ

 

ହିଂସା

-

ଅହିଂସା

 

ହର

-

ଲବ

 

ହିନ୍ଦୁ

-

ମୁସଲମାନ

 

ହର୍ଷ

-

ବିଷାଦ

 

ହୁଗୁଳା

-

ଶକ୍ତ

 

ହୃତ

-

ପ୍ରାପ୍ତ

 

ହୃଷ୍ଟ

-

ବିଷର୍ଣ୍ଣ

 

ହରା

-

ଜିଣା

 

ହାଜିର

-

ଗରହାଜୀର

 

ହସିବା

-

କାନ୍ଦିବା

 

ହାନୀ

-

ଲାଭ

 

ହସ୍ତଗତ

-

ହସ୍ତଚ୍ୟୁତ

 

ହ୍ରଦ

-

ଦ୍ୱୀପ

 

ହଁ

-

ନାଁ

 

ହ୍ରାସ

-

ବୃଦ୍ଧି

 

ହାକିମ

-

ଗୋଲାମି

 

ହାରିବା

-

ଜିଣିବା

କ୍ଷ

 

କ୍ଷତ

-

ଅକ୍ଷତ

 

କ୍ଷଣସ୍ଥାୟୀ

-

ଚିରସ୍ଥାୟୀ

 

କ୍ଷମ

 

ଅକ୍ଷମ

 

କ୍ଷମା

 

ଦଣ୍ଡ

 

କ୍ଷମିବା

 

ଦଣ୍ଡିବା

 

କ୍ଷୟ

 

ବୃଦ୍ଧି

 

କ୍ଷୀଣ

-

ପୃଥୁଳ

 

କ୍ଷୀଣକାୟ

-

ପୃଥୁଳକାୟ

 

କ୍ଷୁର୍ଣ୍ଣ

-

ଅକ୍ଷୁର୍ଣ୍ଣ

 

 

 

 

 

ସଂପୂର୍ଣ୍ଣ